ଚୀନରେ ବ୍ଲାକ ଡେଥ୍ ର ଆତଙ୍କ, କରୋନା ଓ ହନ୍ତା ଭାଇରସ ପରେ ବ୍ୟୁବୋନିକ୍ ପ୍ଲେଗ

ନୂଆଦିଲ୍ଲୀ: କରୋନା ଓ ହନ୍ତା ଭାଇରସ ପରେ ଚୀନରେ ପୁଣି ବ୍ୟୁବୋନିକ୍ ପ୍ଲେଗର ଆତଙ୍କ । ଚୀନରେ ବ୍ଲାକ ଡେଥର ଆତଙ୍କ ଦେଖିବାକୁ ମିଳିଛି । ମୂଷାଠୁ ବ୍ୟାପୁଛି ବ୍ୟୁବୋନିକ ପ୍ଲେଗ୍ ସଂକ୍ରମଣ । ଭୂତାଣୁ ଜାଲରେ ସାରା ବିଶ୍ୱ ଛନ୍ଦି ହୋଇଥିବା ବେଳେ ଚୀନର ଆଭ୍ୟନ୍ତରୀଣ ମଙ୍ଗୋଲିଆରେ ଚିହ୍ନଟ ହୋଇଛି ବ୍ୟୁବୋନିକ ପ୍ଲେଗ୍ । ଜୁଲାଇ ୧ ରେ ବୟାନୁର ସହରରୁ ୨ ଆକ୍ରାନ୍ତ ଚିହ୍ନଟ ପରେ ଫେରିଛି ବ୍ଲାକ ଡେଥର ଭୟ । ସୂଚନା … Continue reading ଚୀନରେ ବ୍ଲାକ ଡେଥ୍ ର ଆତଙ୍କ, କରୋନା ଓ ହନ୍ତା ଭାଇରସ ପରେ ବ୍ୟୁବୋନିକ୍ ପ୍ଲେଗ