ନୂଆ ଦଶନ୍ଧିର ପ୍ରଥମ ବଜେଟ: ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ୨ଗୁଣା ଲକ୍ଷ୍ୟ

ନୂଆଦିଲ୍ଲୀ: ନୂଆ ଦଶନ୍ଧିର ନୂଆ ପ୍ରଥମ ତଥା ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟ ଦେଶବାସୀଙ୍କ ଆକାଂକ୍ଷାକୁ ପୂରା କରିବ ବୋଲି କହିଲେ ଅର୍ଥମନ୍ତ୍ରୀ । ଅଭିଭାଷଣ ପୂର୍ବରୁ ଜିଏସ୍‌ଟି କାର୍ଯ୍ୟକାରୀ ନେଇ ପୂର୍ବ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ସଲାମ୍ ଜଣାଇଲେ । ୬୦ଲକ୍ଷ ନୂଆ କରଦାତା ସୃଷ୍ଟି ହୋଇଛନ୍ତି । ୨୭.୧ କୋଟି ଲୋକ ଗରିବ ସୀମାରେଖା ଉପରକୁ ଆସିଛନ୍ତି … Continue reading ନୂଆ ଦଶନ୍ଧିର ପ୍ରଥମ ବଜେଟ: ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ୨ଗୁଣା ଲକ୍ଷ୍ୟ