ଜାନୁଆରୀ ୩୧ରୁ ସଂସଦର ବଜେଟ୍‌ ଅଧିବେଶନ

ନୂଆଦିଲ୍ଲୀ: ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ୍‌ ଅଧିବେଶନ। ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ। ଏହାପରେ ମାର୍ଚ୍ଚ ୨ରୁ ଏପ୍ରିଲ ୩ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ଚାଲିବ। ଫେବ୍ରୁଆରୀ ପହିଲାରେ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ସାଧାରଣ ବଜେଟ୍‌ ଉପସ୍ଥାପନ କରାଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଦ୍ୱିତୀୟ ବଜେଟ୍‌ ଉପସ୍ଥାପନ କରିବେ। ବଜେଟ୍‌କୁ ନେଇ ସାଧାରଣ ଲୋକଙ୍କ ମତାମତ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ … Continue reading ଜାନୁଆରୀ ୩୧ରୁ ସଂସଦର ବଜେଟ୍‌ ଅଧିବେଶନ