ତାଜା ଖବର

ତାମିଲନାଡୁ: ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାରେ ବିଷାକ୍ତ ମଦ ପିଇ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ୬୦ରୁ ଅଧିର ଲୋକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ...

1 min read

ନୂଆଦିଲ୍ଲୀ:  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କରିବେ ପ୍ରାକ୍ ବଜେଟ ବୈଠକ । ବୈଠକରେ ଶିଳ୍ପ, ଚାଷୀ ସଂଗଠନ, ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରର ପ୍ରତିନିଧିମାନଙ୍କ ସହ ଆଲୋଚନା...

ଗଞ୍ଜାମ: ପ୍ରେମିକା ସହ ଝଗଡା ଲାଗି ନିଜକୁ ନିଜେ ଛୁରୀ ଭୁସିଲେ ପ୍ରେମିକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ସୁମୁଣ୍ଡଳ...

ଭୁବନେଶ୍ୱର: ଭୁବନେଶ୍ବରରେ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ । ୨ ଘଣ୍ଟା ପରେ ଆୟତ୍ତ ହେଲା ନିଆଁ । ୭ଟି ଫାୟାର ୟୁନିଟ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଛି...

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଏନକାଉଣ୍ଟର। ବାନ୍ଦିପୋରା ଜିଲ୍ଲା ଆରାଗାମ ଅଂଚଳରେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇ ଜଣେ ଆତଙ୍କବାଦୀ ନିପାତ ହୋଇଛି। ମୃତ ଆତଙ୍କୀର...

ରାୟଗଡ଼ା : ପୁଣି ଚର୍ଚ୍ଚାରେ କାଶିପୁର। ତାହା ପୁଣି ଅଜଣା ରୋଗକୁ ନେଇ। ରାୟଗଡା ଜିଲ୍ଲା କାଶିପୁର ବ୍ଲକ ମୁନୁଷପଦର ପରେ କାଶୀପୁର ବ୍ଲକ ସିମାନ୍ତ କଳାହାଣ୍ଡି...

ଭୁବନେଶ୍ୱର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ନିଷ୍ପତ୍ତିର ପୁନର୍ବିଚାର କରି ଅବଧି ବଢାଇବାକୁ ଦାବି କରିଛି ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ। ଆସନ୍ତାକାଲି ସ୍କୁଲ...

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବ। ଏହା ପୂର୍ବରୁ ୧୮ ଏବଂ ୧୯ ତାରିଖରେ ଦୁଇ ଦିନ ଧରି ନୂଆ ବିଧାୟକ...

ନନ୍ଦିଘୋଷ ବ୍ୟୁରୋ : ଗୋଟିଏ ଲାଇନ୍ । ଗୋଟିଏ ଦିଗରେ ଦୌଡୁଥିଲେ ଦୁଇଟି ଟ୍ରେନ୍ । ଆଉ ଘଟିଲା ଭୟଙ୍କର ଦୁର୍ଘଟଣା । ଜଲପାଇଗୁଡି ଟ୍ରେନ୍ ଟ୍ରାଜେଡ଼ି...

ନନ୍ଦିଘୋଷ ବ୍ୟୁରୋ :  ଝାଡ଼ଖଣ୍ଡରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର। ଯବାନଙ୍କ ଗୁଳିରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି। ପଶ୍ଚିମ ସିଂହଭୂମ ଜିଲ୍ଲାରେ ପୋଲିସର ବଡ଼ ଧରଣର ଏନକାଉଣ୍ଟର...