ପୁଣେ : ବିଶ୍ବକପରେ ହାଇଭୋଲଟେଜ୍ ଟକ୍କର। ମୁହାଁମୁହିଁ ହୋଇଛନ୍ତି ଭାରତ-ବାଂଲାଦେଶ। ପୁଣେରେ ଚାଲିଛି ମ୍ୟାଚ୍। ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ଚଳିତ ବିଶ୍ବକପରେ...
ତାଜା ଖବର
ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନକୁ ନେଇ ତେଲଙ୍ଗାନାରେ କଂଗ୍ରେସର ପ୍ରଚାର । ଆଜିଠାରୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିଜୟଭେରୀ ଯାତ୍ରା । ହଜାର ହଜାର ସଂଖ୍ୟାରେ...
ଭୁବନେଶ୍ୱର : ଟିଭି ବିରୋଧରେ ପୁଣି ତେଜିଲା ଦଳିତଙ୍କ ଆନ୍ଦୋଳନ। ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଖୋର୍ଦ୍ଧା ଜିଲ୍ଲା ସାରୁଅ ପଞ୍ଚାୟତର ଶହ ଶହ ଦଳିତ। ବାରମ୍ବାର ପ୍ରତିଶ୍ରୁତି...
ଅନୁଗୁଳ : ସମଗ୍ର ଶିକ୍ଷା ଅଭିଯାନ କନିଷ୍ଠ ଯନ୍ତ୍ରୀଙ୍କ ପୁଳା ପୁଳା ଟଙ୍କା । ଯେତେ ଖୋଜିଲେ ସେତେ ବାହାରୁଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ...
ଭୁବନେଶ୍ୱର : ଦଶହରା ପୂଜା ପାଇଁ ରାଜଧାନୀରେ କଡା ସୁରକ୍ଷା । ସୁରକ୍ଷା ଦାୟିତ୍ବରେ ରହିବେ ୩୧ ପ୍ଲାଟୁନ ଫୋର୍ସ । ରାଜଧାନୀର ୧୮୮ ଟି ସ୍ଥାନରେ...
ଭୁବନେଶ୍ୱର : ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ମହାଜନ ସଂଘ । ଲକ୍ଷ୍ମୀ ପୂଜା ପଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଲା ସଂଘ । ମହାସଂଘର ଆନ୍ଦୋଳନ...
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୂନକ ଇସ୍ରାଏଲ ଯିବେ । ସେଠାରେ ଯୁଦ୍ଧର କ୍ଷୟକ୍ଷତି ଓ ହମାସ...
ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ବସିବ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । କ୍ୟାବିନେଟରେ ୧୨ ରୁ ଅଧିକ...
ଭୁବନେଶ୍ୱର : କ୍ରୀଡ଼ା ଜଗତରେ ଜଗତର ଦୃଷ୍ଟି ଆକର୍ଷଣ କରୁଛି ଓଡ଼ିଶା । ହକି ପରେ ଏବେ ଓଡ଼ିଶାର ଇନଡୋର ଆଥଲେଟିକ ଷ୍ଟାଡିୟମକୁ ନେଇ ବିଶ୍ବରେ ଚର୍ଚ୍ଚା...
ନୂଆଦିଲ୍ଲୀ : ଆଗକୁ ବଢିବ କି ପେଟ୍ରୋଲ ଓ ଡିଜେଲ ଦର । ତୈଳଦର ଉପରେ ପଡ଼ୁଛି ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ...