ତାଜା ଖବର

ବେଙ୍ଗାଲୁରୁ: ଆସନ୍ତାକାଲି କର୍ଣ୍ଣାଟକ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ । ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ଆଉ ୨୪ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର...

ଭୋପାଳ: ଚିତାଙ୍କ ପିଛା ଛାଡ଼ୁନି ବିପଦ । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୨ ଚିତା ଛୁଆ । ପ୍ରବଳ ଉତ୍ତାପ ସହି ନପାରି...

ଭୁବନେଶ୍ୱର: ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ । ରେଜଲ୍ଟ ପ୍ରକାଶ ପାଇଁ ପ୍ରକ୍ରିୟା ଚାଲିଥିବା ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମେ ବିଜ୍ଞାନ...

ଭୁବନେଶ୍ୱର: ମଧ୍ୟାହ୍ନରେ ପ୍ରବଳ ତାତି, ଅପରାହ୍ନରେ ପ୍ରବଳ ବର୍ଷା । ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ । ସକାଳୁ ପ୍ରବଳ...

କଟକ: ମାଟ୍ରିକରେ ଫେଲ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ସୁଯୋଗ । ଛାତ୍ରଛାତ୍ରୀମାନେ ଦେଇପାରିବେ ସପ୍ଲିମେଣ୍ଟାରୀ ପରୀକ୍ଷା । ଏଥିପାଇଁ ଆଜିଠୁ ଆରମ୍ଭ ହେବ ଫର୍ମ...

କଟକ : ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ । ହୀରାକୁଦ ଡ୍ୟାମ୍ ଓ ମହାନଦୀ ଆୟାକଟ୍ ଅଞ୍ଚଳ ପରିଦର୍ଶନ ପରେ ଆଜିଠୁ...

ଜୟପୁର :  କର୍ଣ୍ଣାଟକ ବିଜୟ ପରେ ଅନ୍ୟ ରାଜ୍ୟ ଉପରେ କଂଗ୍ରେସର ଫୋକସ । ଆଜି ରାଜସ୍ଥାନ କଂଗ୍ରେସର ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ସାମିଲ...

ଭୁବନେଶ୍ୱର: ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । ଶକ୍ତି ବିଭାଗର ଅତିରିକ୍ତ ସଚିବ ହେଲେ ମନସ୍ବିନୀ ସାହୁ । ପାରାଦୀପ ଏଡିଏମ ହେଲେ ଦିଗନ୍ତ ରାଉତରାୟ...

ନୂଆଦିଲ୍ଲୀ: ଆସନ୍ତା ୨୮ ମଇରେ ନୂଆ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଏହି ଉଦଘାଟନକୁ ବିରୋଧ କରିଛନ୍ତି ତମାମ ବିରୋଧୀ...

ନୟାଗଡ଼ : ବେଆଇନ ଖଣି ଖନନ ମାମଲାରେ ନୟାଗଡ଼ ଜିଲ୍ଲାପାଳଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ରାଜସ୍ବ ବିଭାଗର ୬ ଜଣ କର୍ମଚାରୀଙ୍କୁ ନିଲମ୍ବନ କଲେ ନୟାଗଡ଼ ଜିଲ୍ଲାପାଳ...