ତାଜା ଖବର ଖୋର୍ଦ୍ଧା: ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’ ପାଇଁ ଆସନ୍ତା ୯ ଓ ୧୦ ତାରିଖ ଦୁଇଦିନ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ । November 7, 2019 ')}
ତାଜା ଖବର ଭୁବନେଶ୍ୱର: ବାତ୍ୟା ‘ବୁଲବୁଲ୍’ ପାଇଁ ୯ ତାରିଖରେ ୯ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗସତିଂହପୁର, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, ଯାଜପୁର ଜିଲ୍ଲାରେ ସ୍କୁଲ ଛୁଟି । ଉଚ୍ଚସ୍ତରୀୟ ବୈଠକ ପରେ ଏସଆରସି ପ୍ରଦୀପ ଜେନାଙ୍କ ସୂଚନା । November 7, 2019 ')}
ତାଜା ଖବର ବାତ୍ୟାର ରୂପ ନେଲା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବୁଲ୍ବୁଲ୍ । ପାରାଦୀପ ଠାରୁ ୭୭୦ ଏବଂ ଆଣ୍ଡାମାନ ଠାରୁ ୪୦୦ କିଲୋମିଟର ଦୂରରେ ରହିଛି ବୁଲ୍ବୁଲ୍ । ଗତ ୬ ଘଣ୍ଟା ହେବ ବୁଲ୍ବୁଲ୍ ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ଗତି କରୁଛି । November 7, 2019 ')}
ତାଜା ଖବର ଭୋଟର ତାଲିକା ସଂଶୋଧନରେ ଅବହେଳା ଯୋଗୁଁ ରେମୁଣା ବ୍ଲକ BLO ସୁକାନ୍ତି ମିଶ୍ରଙ୍କୁ ନିଲମ୍ବନ କଲେ ଉପ-ଜିଲ୍ଲାପାଳ । ୨୭ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି । November 7, 2019 ')}
ତାଜା ଖବର ଭୁବନେଶ୍ୱର: ଦୁଷ୍କର୍ମ କଲେ ଆଉ ଖୋର୍ଦ୍ଧା ନେଇ ଯୁବତୀଙ୍କୁ ରାସ୍ତା କଡ଼କୁ ଫିଙ୍ଗିଦେଲେ। ଭୁବନେଶ୍ୱର ପାତ୍ରପଡ଼ା କଳିଙ୍ଗ ବିହାର ସମ ହସ୍ପିଟାଲ ରାସ୍ତାରେ ତାଙ୍କ ପ୍ରତି ଦୁଷ୍କର୍ମ କରାଯାଇ ରାସ୍ତାକୁ ଫିଙ୍ଗି ଦିଆଯାଇଥିଲା । ଯୁବତୀଙ୍କୁ ସଂକଟାପନ୍ନ ଅବସ୍ଥାରେ ଖୋର୍ଦ୍ଧା ପ୍ରାଣନାଥ କଲେଜ ନିକଟସ୍ଥ ରାସ୍ତା କଡ଼ରୁ ଉଦ୍ଧାର କରାଯାଇଛି । November 7, 2019 ')}
ତାଜା ଖବର ରାୟଗଡ଼ା: ଏସପିଙ୍କ ନିକଟରେ ମହିଳା ମାଓବାଦୀ ପାର୍ବତୀ ଓରଫ ରିଙ୍କିଙ୍କ ଆତ୍ମସମର୍ପଣ । ସିପିଆଇ ମାଓବାଦୀ ସଙ୍ଗଠନ ଘୁମୁସର ଦଲମର ସକ୍ରିୟ ସଦସ୍ୟ । ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମାଓ ହିଂସାରେ ଜଡ଼ିତ ସୂଚନା । November 7, 2019 ')}
ତାଜା ଖବର କର୍କଟ ରୋଗୀଙ୍କ ପାଇଁ ଜିଲ୍ଲାସ୍ତରରେ ଆରମ୍ଭ ହେଲା ପାଲେଟିଟିଭ କେୟାର ପ୍ରୋଗ୍ରାମ । ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ୟାପିଟାଲ ହସ୍ପିଟାଲ ଓ RGH ସହ ସବୁ ଜିଲ୍ଲା ଚିକିତ୍ସାଳୟରେ ମିଳିବ ସୁବିଧା । ପ୍ରାଥମିକ ପର୍ଯାୟରେ ୧୦ଟି ଜିଲ୍ଲାରେ ଆରମ୍ଭ । November 7, 2019 ')}
ତାଜା ଖବର କଟକ: SCB ମେଡିକାଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଭୋର ୫ଟାରୁ ଭିତ୍ତିଭୂମିର ତଦାରଖ । November 6, 2019 ')}
ତାଜା ଖବର ଝାରସୁଗୁଡ଼ା: ବ୍ରଜରାଜନଗର ଥାନା ଅଞ୍ଚଳର ମଣ୍ଟୁ ଘୋଷଙ୍କୁ ହତ୍ୟା ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଭିଯୁକ୍ତମାନେ ହେଲେ ଅନନ୍ତ ଧଳ, ଶୈଳେନ୍ଦ୍ର ପାତ୍ର, ନିକି ସିଂ, ରଫିକ୍ ଅନସାରୀ । November 6, 2019 ')}
ତାଜା ଖବର ଭୁବନେଶ୍ୱର: ରାଜଧାନୀରେ ଛୁରାମାଡ଼ । ନୟାପଲ୍ଲୀ ପାସପୋର୍ଟ ଅଫିସ୍ ନିକଟରେ ଗୋଡାଇ ଗୋଡାଇ ଛୁରାମାଡ଼ କଲେ ୨ ଯୁବକ । ଛୁରାମାଡରେ ଜଣେ ଯୁବକ ଆହତ, ଏସସିବି ସ୍ଥାନାନ୍ତର । ଜଣଙ୍କୁ ଧରିଲା ପୋଲିସ, ଅନ୍ୟ ଜଣେ ଫେରାର । November 6, 2019 ')}