ତାଜା ଖବର ତୃତୀୟ ରାଉଣ୍ଡ ସୁଦ୍ଧା ବିଜେପୁରରେ ବିଜେଡି ୧୬୪୭୩ ଭୋଟରେ ଆଗୁଆ । ବିଜେଡି-୨୨୪୭୩ ବିଜେପି-୬୦୦୦ କଂଗ୍ରେସ-୮୧୫ । October 24, 2019 ')}
ତାଜା ଖବର ବିଜେପୁରରେ ୧୬ ରାଉଣ୍ଡ ସୁଦ୍ଧା ବିଜେଡି ୮୦,୨୭୦ ଭୋଟରେ ଆଗୁଆ । ବିଜେଡି-୧,୧୦,୦୮୫ ବିଜେପି-୨୯,୮୧୫ କଂଗ୍ରେସ-୪,୬୦୮ । October 24, 2019 ')}
ତାଜା ଖବର ଉତ୍କଳ ବିଶ୍ୱବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ବାଣୀବିହାର ସିଣ୍ଡିକେଟ୍ ଅଫିସରେ ନିଆଁ ଲାଗିଥିବା ସୂଚନା । ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା । କ୍ଷୟକ୍ଷତିର ସୂଚନା ମିଳିନି । ନିଆଁଲିଭା କାର୍ଯ୍ୟରେ ଲାଗିଛନ୍ତି ଅଗ୍ନିଶମ ବାହିନୀ । October 24, 2019 ')}
ତାଜା ଖବର ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେପୁରରେ ୨୩୩୬୫ ଭୋଟରେ ବିଜେଡି ଆଗରେ । ବିଜେଡି-୩୧୨୮୬ ବିଜେପି-୭୯୨୧ କଂଗ୍ରେସ-୧୧୧୫ । October 24, 2019 ')}
ତାଜା ଖବର ସପ୍ତମ ଶ୍ରେଣୀ ଛାତ୍ର କେନାଲ ରେ ଗାଧୋଇବାକୁ ଯାଇ ପାଣି ରେ ବୁଡି ମୃତ । ଧର୍ମଗଡ ବ୍ଲକ ସନ୍ଧିକୁଲିଆରୀ ନିକଟ ଇନ୍ଦ୍ରାବତୀ କେନାଲ ରୁ ଶବ ଉଦ୍ଧାର । October 24, 2019 ')}
ତାଜା ଖବର ନଭେମ୍ୱର ୧୩ରୁ ବିଧାନସଭା ଅଧିବେଶନ । ଡିସେମ୍ୱର ୧୯ ଯାଏଁ ଶୀତ ଅଧିବେଶନ । ଶୀତ ଅଧିବେଶନରେ ରହିଛି ୩୦ଟି କାର୍ଯ୍ୟ ଦିବସ । ଅଧିବେଶନରେ ଆସିବ ୨୦୧୯-୨୦ ସପ୍ଲିମେଣ୍ଟାରୀ ବଜେଟ୍ । October 24, 2019 ')}
ତାଜା ଖବର ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେପୁରରେ ବିଜେଡି ୨୮,୮୮୧ ଭୋଟରେ ଆଗରେ ରହିଛି । ବିଜେଡି-୩୮,୩୧୮ ବିଜେପି-୯,୫୦୭ କଂଗ୍ରେସ-୧,୪୩୫ । October 24, 2019 ')}
ତାଜା ଖବର ୯୭,୯୯୦ ଭୋଟରେ ବିଜେପୁର ଉପନିର୍ବାଚନ ଜିତିଲେ ବିଜେଡି ପ୍ରାର୍ଥୀ ରୀତା ସାହୁ । ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୩୭,୯୫୫ ଓ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କୁ ୫,୮୭୧ ଭୋଟ୍ । October 24, 2019 ')}
ତାଜା ଖବର ଡ୍ରୋନରେ କଏଦ ହେଲା ଶ୍ରୀମନ୍ଦିରର ବ୍ଲୁ ପ୍ରିଣ୍ଟ୍ । ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍ କ୍ୟାମେରା । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ନେଇ ବ୍ୟାନ୍ ହୋଇଥିଲା । ଶ୍ରୀମନ୍ଦିରରୁ ସମୁଦ୍ର ପର୍ଯ୍ୟନ୍ତ ବିନା ଦ୍ୱିଧାରେ ଉଡିଛି ଡ୍ରୋନ୍ । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଶ୍ରୀମନ୍ଦିର ଓ ଭିତର ବେଢାର ଦୃଶ୍ୟ । October 23, 2019 ')}
ତାଜା ଖବର ସୁନ୍ଦରଗଡ଼ ଲାଠିକଟାର ଘରୋଇ ସ୍କୁଲରେ ୫ ଛାତ୍ରୀ ଅସୁସ୍ଥ । ଦୁଇ ଛାତ୍ରୀଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ପଠାଗଲା । ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇଥିବା ସୂଚନା । October 23, 2019 ')}