ତାଜା ଖବର ଢେଙ୍କାନାଳ : କାମାକ୍ଷାନଗର ଭାଲୁମୁଣ୍ଡା ଗାଁରେ ବିଦ୍ୟୁତ କାଟକୁ ନେଇ ମରଣାତ୍ମକ ଆକ୍ରମଣ । ଆକ୍ରମଣର ଶିକାର ହେଲେ ମାଆ ଓ ପୁଅ । ମାଆ ରମା ପଧାନ ଓ ପୁଅ ନବିନା ପ୍ରଧାନ ଗୁରୁତର । October 23, 2019 ')}
ତାଜା ଖବର ଯାଜପୁର : ହରିଦାସପୁର PEO ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା । ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ମହିଳା କଂଗ୍ରେସ । ଘଟଣାର ସିବିଆଇ ତଦନ୍ତ ଦାବିରେ ପାଣିକୋଇଲି ସ୍ଥିତ ଏସ.ପି ଅଫିସ୍ ଘେରାଉ । October 23, 2019 ')}
ତାଜା ଖବର ବ୍ୟାଙ୍କ ସେବା ଠପ୍ । ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ଆଜି ଦିନିକିଆ ବ୍ୟାଙ୍କ ଧର୍ମଘଟ ଡାକରା । ପ୍ରଭାବିତ ହେବ ଏଟିଏମ ସେବା । October 22, 2019 ')}
ତାଜା ଖବର କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ୱାଗତ: ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଗୋବର୍ଦ୍ଧନ ମଠ ଦେବୋତ୍ତର ଆଇନରୁ ମୁକ୍ତ ହେବା ପ୍ରସଙ୍ଗ । ସରକାର ଖୁବଶୀଘ୍ର ନିଷ୍ପତ୍ତିକୁ ଲାଗୁ କରନ୍ତୁ । ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ମଠର ସମସ୍ୟା ଅନୁଧ୍ୟାନ କରିବାକୁ ଦିଆଯାଉ । October 22, 2019 ')}
ତାଜା ଖବର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ,୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବା ସମ୍ଭାବନା । ୨୩ ରୁ ୨୫ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା । October 22, 2019 ')}
ତାଜା ଖବର ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ୨୩ ରୁ ୨୫ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ୫ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା । October 22, 2019 ')}
ତାଜା ଖବର ଭୁବନେଶ୍ୱର ଲିଙ୍ଗରାଜ ଥାନା ସାମନ୍ତରାପୁର ଦିବ୍ୟ ବିହାର ଲେନରେ ବୃଦ୍ଧ ଦଂପତ୍ତିଙ୍କୁ ବାନ୍ଧି ଲୁଟ୍ । ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିଲେ ଦୁର୍ବୃତ୍ତ। ବ୍ୟାଙ୍କ ମ୍ୟାନେଜର ବିଷ୍ଣୁ ଚରଣ ପଲାଇଙ୍କ ଘରୁ ଲୁଟ୍ ସୂଚନା । October 22, 2019 ')}
ତାଜା ଖବର ବୁର୍ଲା ମେଡିକାଲ ଡାକ୍ତରଙ୍କ ଭିଡ଼ିଓ ଭାଇରାଲ ପ୍ରସଙ୍ଗ । ଭାଇରାଲ ଭିଡିଓ ଫୁଟେଜ ଯାଂଚ କରିବାକୁ ନିର୍ଦେଶ । ଯାଂଚ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୂଚନା । October 22, 2019 ')}
ତାଜା ଖବର ବୀରଗୋବିନ୍ଦପୁର ଛକ ନିକଟରେ ଓଲଟିଲା ଶ୍ରୀଦୁର୍ଗା ବସ୍, ୩ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି । ପୁରୀରୁ ଭୁବନେଶ୍ୱର ଯାଉଥିଲା ବସ୍ October 22, 2019 ')}
ତାଜା ଖବର ଡାକ୍ତରାଣୀଙ୍କ ସହ ଧୋକା । କନ୍ଧମାଳ ଜିଲ୍ଲାର ଏକ ହସ୍ପିଟାଲର ଡାକ୍ତରାଣୀ ଆଣିଲେ ଅଭିଯୋଗ । ସେହି ହସ୍ପିଟାଲର ବ୍ଲକ ପ୍ରୋଗାମ୍ ମ୍ୟାନେଜରଙ୍କ ନାଁରେ ଆଣିଲେ ଅଭିଯୋଗ । ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣକ ନିର୍ଯାତନା ଦେଇଥିବା ଅଭିଯୋଗ । ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଯୁବକ ଫେରାର । October 22, 2019 ')}