ତାଜା ଖବର ଆନନ୍ଦପୁର: ସୋସୋ ଥାନା ସଢା ଛକରେ ଅଗ୍ନିକାଣ୍ଡ । ଘର ସହ ଜଳିଗଲେ ଆନନ୍ଦପୁର ତହସିଲ ଅଫିସର କନିଷ୍ଠ କିରାଣି ଶୁକଦେବ ମୁଣ୍ଡା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ । October 28, 2019 ')}
ତାଜା ଖବର ଭୁବନେଶ୍ୱର: ବିଳମ୍ବିତ ରାତିରେ ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳରେ ହତ୍ୟାକାଣ୍ଡ । ସଂଘବଦ୍ଧ ଆକ୍ରମଣରେ ଅମରେଶ ନାୟକ ମୃତ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ । ପୋଲିସର ତଦନ୍ତ । October 28, 2019 ')}
ତାଜା ଖବର ବଣାଇଁ: ରାଉରକେଲା ବନଖଣ୍ଡ ବାଖର ତୋଳାରେ ମାଈ ହାତୀ ମୃତ । ଫସଲ ନଷ୍ଟ କରିବାରୁ ହତ୍ୟା କରାଯାଇଥିବା ସନ୍ଦେହ । October 28, 2019 ')}
ତାଜା ଖବର ଜଗତସିଂହପୁର: ଜମିବାଡ଼ିକୁ କେନ୍ଦ୍ର କରି ଜଗନ୍ନାଥପୁର ଗାଁରେ ୨ ପରିବାର ମଧ୍ୟରେ ସଂଘର୍ଷ । ଜଣେ ମୃତ, ୩ ଆହତ ମେଡିକାଲରେ ଭର୍ତ୍ତି । ୨ ଜଣଙ୍କୁ ଗିରଫ କଲା ରଘୁନାଥପୁର ପୋଲିସ । October 28, 2019 ')}
ତାଜା ଖବର ଅନୁଗୁଳ: ଭରତପୁର କୋଇଲା ଖଣି ବନ୍ଦକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସୋଲଡ଼ା ଗ୍ରାମବାସୀଙ୍କ ଧାରଣା । October 28, 2019 ')}
ତାଜା ଖବର ଜଳେଶ୍ୱର: କୁକୁଡା ଫାର୍ମକୁ କେନ୍ଦ୍ର କରି ରାଇବଣିଆ ଥାନା ଅଷାବନ୍ଧ ଗାଁରେ ଗୋଷ୍ଠୀ ସଂଘର୍ଷ । ୨ ଆହତ, ଘଟଣା ସ୍ଥଳରେ ଉତ୍ତେଜନା । ପୋଲିସ ମୁତୟନ । October 28, 2019 ')}
ତାଜା ଖବର କୁଚିଣ୍ଡା: ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଚାନକ ଗସ୍ତ । ରୋଗୀଙ୍କୁ ନିରାମୟ ପରିବର୍ତ୍ତେ ବାହାର ଔଷଧ ଲେଖୁଥିବାରୁ ୨ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍ । October 28, 2019 ')}
ତାଜା ଖବର ନୂଆପଡ଼ା: ଧରମ ବନ୍ଧାରେ ୨ ବାଇକ୍ ମୁହାଁମୁହିଁ ଧକ୍କା । ୨ ମୃତ, ୩ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । October 28, 2019 ')}
ତାଜା ଖବର ରାଜ୍ୟର ସମସ୍ତ ୫୮୭ ଥାନା ପାଇଁ ବାର୍ଷିକ ୧୭ କୋଟି ୫୦ ଲକ୍ଷ ଟଙ୍କାର ଅତିରିକ୍ତ କଣ୍ଟିଜେନ୍ସି ଫଣ୍ଡ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । October 28, 2019 ')}