ତାଜା ଖବର

ଭୁବନେଶ୍ୱର: ନାମାଙ୍କନ ଦାଖଲ ପାଇଁ ପ୍ରାର୍ଥୀଙ୍କ ପାଇଁ ମାର୍ଗଦର୍ଶିକା ଜାରି ହୋଇଛି । ନାମାଙ୍କନ ବେଳେ ପ୍ରାର୍ଥୀ, ସମର୍ଥକ କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନିବେ । ପ୍ରାର୍ଥୀଙ୍କ ସହ...

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ । ଆଜିଠୁ ୨୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ନାମାଙ୍କନ...

1 min read

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ହେବ ସିଭିଲ ସର୍ଭିସ ପରୀକ୍ଷା । ଚଳିତ ମାସ ୨୦ ତାରିଖରୁ ସିଭିଲ୍ ସର୍ଭିସ୍ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୨୩...

1 min read

ଲକ୍ଷ୍ନୌ: ଉତ୍ତରପ୍ରଦେଶ ନିର୍ବାଚନରେ ଘଡିକେ ଛୁଟୁଛି ଘୋଡ଼ା  । ବଦଳୁଛି ପାଣିପାଗ  । ବହୁଛି ଓଲଟା ପବନ  । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ବିଜେପିର ବଡ଼...

ଭୁବନେଶ୍ୱର: ଆଇଏଏସ ସ୍ତରରେ ପଦୋନ୍ନତି ଦେଲେ ରାଜ୍ୟ ସରକାର  । ୪ ବରିଷ୍ଠ ଆଇଏଏସ ଅଫିସରଙ୍କୁ  ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ କରାଯାଇଛି ପଦୋନ୍ନତି  ।  ୧୯୯୧...

1 min read

ନୂଆଦିଲ୍ଲୀ: ଟେଷ୍ଟ ଟିମ୍‌ର ଅଧିନାୟକ ପଦବୀ ଛାଡିଲେ ବିରାଟ କୋହଲି  । ଟୁଇଟ କରି ସୂଚନା ଦେଲେ ବିରାଟ  ।  ପୂର୍ବରୁ ଦିନିକିଆ ଓ ଟି-୨୦ କ୍ୟାପଟେନ୍‌...

1 min read

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ ଭୁବନେଶ୍ୱର ଦେଶର ଶ୍ରେଷ୍ଠ ପୋଲିସ ଟ୍ରେନିଂ ପ୍ରତିଷ୍ଠାନ । BPSPA- ୨୦୨୦-୨୧ପାଇଁ ଶ୍ରେଷ୍ଠ ଟ୍ରେନିଂ ପ୍ରତିଷ୍ଠାନ ଭାବେ ପୁରସ୍କୃତ...

ଭୁବନେଶ୍ୱର: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଜନସଚେତନତା କାର୍ଯ୍ୟକ୍ରମ । ଆଲୋଚନା ଚକ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି ବରିଷ୍ଠ ଡାକ୍ତର...

1 min read

ନୂଆଦିଲ୍ଲୀ: ସେନା ପାଳୁଛି ୭୪ ତମ ପ୍ରତିଷ୍ଠା ଦିବସ  । ଭାରତୀୟ ଯବାନଙ୍କ ସୌର୍ଯ୍ୟ ଏବଂ ସାମାର୍ଥ୍ୟକୁ ସମ୍ମାନ ଜଣାଉଛି ସମଗ୍ର ଦେଶ  । ସେନାର ପରେଡ଼...

1 min read

ଭୁବନେଶ୍ୱର: କୋଭିଡ ସଂକ୍ରମଣ ଦୃଷ୍ଟିରୁ ବିଭିନ୍ନ ଓପିଡିକୁ ବନ୍ଦ କରିଛି ଭୁବନେଶ୍ବର ଏମସ । ଆସନ୍ତା ୧୭ ଜାନୁଆରୀରୁ ଏହି ସେବା ବନ୍ଦ ରହିବ । ତେବେ...