ତାଜା ଖବର

ସିନ୍ୱେସ ପାର୍କ: ୧୯ ବର୍ଷରୁ କମ୍ କ୍ରିକେଟ୍, ସେମି ଫାଇନାଲରେ ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ । ଯଶ୍ୱସୀ ଜୟସ୍ୱାଲଙ୍କ ଅପରାଜିତ ୧୦୫ ରନ୍ ।

ଇତିହାସ ରଚିଲା ଏସ୍‌ସିବି । କଟକ ବଡ଼ ମେଡିକାଲରେ ବିରଳ ଅସ୍ତ୍ରୋପଚାର । ରାଜ୍ୟର ପ୍ରଥମ କାଡଭରିକ ଟ୍ରାନ୍‌ସ ପ୍ଲାଣ୍ଟ ବା ମୃତ୍ୟୁ ପରେ କିଡନୀ ପ୍ରତିରୋପଣ...

କରୋନା ଭାଇରସ୍‌କୁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି କେରଳ ସରକାର । ରାଜ୍ୟରେ ୩ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ରାଜ୍ୟ ବିପତ୍ତି ଘୋଷଣା କରାଯାଇଛି...

ଆଜି ସାରା ବିଶ୍ୱରେ ପାଳନ କରାଯାଉଛି କ୍ୟାନସର ଦିବସ । ମାରାତ୍ମକ କ୍ୟାନସର ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିବା ପାଇଁ ଆଜିର ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ...

ନୂଆଦିଲ୍ଲୀ: ବଜେଟ୍ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଣା ସୀତାରମଣ ।

ମୁମ୍ବାଇ: ବଜେଟ୍ ଉପସ୍ଥାପନ ବେଳେ ସେୟାର ବଜାରରେ ନାହିଁ ଉତ୍ସାହ । ୩୫.୨୧ ପଏଣ୍ଟ ଖସି ୪୦ ହଜାର ୬୮୮ରେ ପହଞ୍ଚିଲା ସେନସେକ୍ସ ।

ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ପାଇଁ ୩୦ ହଜାର ୭୫୭ କୋଟି ଓ ଲଦାଖ ପାଇଁ ୫ ହଜାର ୯୫୮ କୋଟି ଟଙ୍କା ବ୍ୟୟ ବରାଦ...