ତାଜା ଖବର ନୂଆଦିଲ୍ଲୀ: ତିହାର ଜେଲରେ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ଭେଟିଲେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା । November 27, 2019
ତାଜା ଖବର ଭୁବନେଶ୍ୱର: ଲୋୟର ସୁକତେଲ ଓ ଲୋୟର ଇନ୍ଦ୍ର ପ୍ରକଳ୍ପ ଦାବିରେ ଗୃହରେ ପ୍ଲାକାର୍ଡ ପ୍ରଦର୍ଶନ କଲେ କଂଗ୍ରେସ ବିଧାୟକ ସନ୍ତୋଷ ସାଲୁଜା । ଶୂନ୍ୟକାଳରେ କହିବାକୁ ସୁଯୋଗ ଦେବା ପାଇଁ ବାଚସ୍ପତି ଘୋଷଣା କରିବା ପରେ ଗୃହ ସ୍ୱାଭାବିକ । November 27, 2019
ତାଜା ଖବର ନୂଆଦିଲ୍ଲୀ: ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ ସୁଶୀଲ କୁମାରଙ୍କ ପରଲୋକ । ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ୭୯ ବର୍ଷ ବୟସରେ ଦିଲ୍ଲୀର ଏକ ହସ୍ପିଟାଲରେ ଦେହାନ୍ତ । ୧୯୯୮ରୁ ୨୦୦୦ ମସିହା ଯାଏ ନୌସେନା ମୁଖ୍ୟ ଥିଲେ । November 27, 2019
ତାଜା ଖବର ଭୁବନେଶ୍ୱର: ବରଗଡ଼ରେ ୨୦୧୮ରେ ଧାନ କିଣା ଅନିୟମିତତା କଥା ଉଠାଇଲେ ଦେବେଶ ଆଚାର୍ଯ୍ୟ । ୧୩ଟି ପ୍ୟାକ୍ସ ଉପରେ ଚଢ଼ାଉ ହୋଇଥିବା କହିଲେ ଯୋଗାଣ ମନ୍ତ୍ରୀ । ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ପାଇଁ ଦାବି ଦେବେଶଙ୍କ ଦାବି । ସ୍ୱଚ୍ଛତା ନାଁରେ ଚାଷୀଙ୍କୁ ଅସୁବିଧାରେ ପକାନଯାଉ: ଦେବେଶ । November 27, 2019
ତାଜା ଖବର ଭୁବନେଶ୍ୱର: କେୟାର ହସ୍ପିଟାଲରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଚଢ଼ାଉ । ମେଡିସିନନ୍, ଷ୍ଟକ, ରେଜିଷ୍ଟର ଓ ରାଜ୍ୟ ବାହରୁ ଆସୁଥିବା ମେଡିସନର ମାନ ଯାଞ୍ଚ । ଆଜି ବିଧାନସଭାରେ ଉଠିଥିଲା କେୟାର ହସ୍ପିଟାଲ ପ୍ରସଙ୍ଗ । November 27, 2019
ତାଜା ଖବର ଅଯୋଧ୍ୟା ରାୟ ଉପରେ ରିଭ୍ୟୁ ପିଟିସନ୍ ଦାଖଲ କରିବ ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ । ଡିସେମ୍ବର ପ୍ରଥମ ସପ୍ତାହରେ ରିଭ୍ୟୁ ପିଟିସନ୍ ଦାଖଲ କରିବା ସୂଚନା । November 27, 2019
ତାଜା ଖବର ଭୁବନେଶ୍ୱର: ବିଧାନସଭାରେ ବିଜେପିର ମୁଲତବି ପ୍ରସ୍ତାବ । ଶୀର୍ଷକ- ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା’ । ଉତ୍ତର ରଖିବେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ । November 27, 2019
ତାଜା ଖବର ରାଉରକେଲା: କାଗଜପତ୍ର ନଥିବାରୁ ବାଇକ୍ ଜାଳିଦେଲେ ଯୁବକ । ଉଦିତନଗର ଥାନା ବାସନ୍ତୀ କଲୋନୀ ରାସ୍ତା ଉପରେ ବାଇକ୍ ଜାଳି ଦେଇଥିବା ସୂଚନା । November 27, 2019
ତାଜା ଖବର ଖୋର୍ଦ୍ଧା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ନିକଟରୁ ୬୦ କେଜି ଗଞ୍ଜେଇ ସହ କାର ଜବତ । ୩ ଜଣଙ୍କୁ ଗିରଫ କଲା ଖୋର୍ଦ୍ଧା ଅବକାରୀ ମୋବାଇଲ ସ୍କ୍ୱାଡ୍ । November 27, 2019
ତାଜା ଖବର ବାଲେଶ୍ୱର: ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ସାରା ରାତି ଛାତ୍ରଛାତ୍ରୀଙ୍କ ଧାରଣା । ବିଏଡ୍ ଓ ଏମଏଡି ଶିକ୍ଷକ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ପାଇଁ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଅନୁମତି ଦେବାକୁ ଦାବି । ପୂର୍ବରୁ ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ ଜିଲ୍ଲାପାଳ । November 27, 2019