ତାଜା ଖବର ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ଆକ୍ରମଣ ଘଟଣା । ଆକ୍ରମଣ ପଛରେ ସାଂସଦ ଅପରାଜିତା ଷଡଙ୍ଗୀ । ଅଭିଯୋଗ ଆଣିଲେ ଆହତ ହରେକୃଷ୍ଣ । କହିଲେ, ଆକ୍ରମଣ କରିଛନ୍ତି ସାଂସଦଙ୍କ ପ୍ରତିନିଧି ଦେବାଶିଷ (ଜିମ୍ ବାପି) । November 15, 2019 ')}
ତାଜା ଖବର ସୋର: ତଳନଗରରେ ତୀର୍ଥଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ୯ ଜଣ ଯାତ୍ରୀ ଆହତ, ମେଡିକାଲରେ ଭର୍ତ୍ତି । November 15, 2019 ')}
ତାଜା ଖବର ଭୁବନେଶ୍ୱର : ନଭେମ୍ବର ୩୦ ଯାଏଁ ବଢିଲା ଭୋଟର ତାଲିକା ଯାଞ୍ଚ ଅବଧି। ତୃଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଅବଧି ବଢାଇଲେ CEO ସୁଶୀଲ ଲୋହାନୀ । ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫେରେନ୍ସିଂ ବୈଠକ ପରେ ନିଷ୍ପତ୍ତି। ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତରୁ ଅଧିକ ଫର୍ମ ସଂଗ୍ରହ କରାଯାଇଛି। November 15, 2019 ')}
ତାଜା ଖବର ଗଞ୍ଜାମ: ଆସିକା ସବ୍ ଜେଲରେ ବିଚାରାଧୀନ କଏଦୀ ମୃତ । ମୃତକ ଡାକ ସାହୁ । ବାଦଗଡ଼ ଗାଁର ଏକ ହତ୍ୟା ମାମଲାରେ ଜେଲରେ ଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ । November 15, 2019 ')}
ତାଜା ଖବର ନୂଆଦିଲ୍ଲୀ: ଶନିବାର ଦିଲ୍ଲୀରେ ଏଆଇସିସିର ଗୁରୁତ୍ୱପୂର୍ଣ୍ଣ ବୈଠକ । ସମସ୍ତ ରାଜ୍ୟର ପିସିସି ସଭାପତିଙ୍କୁ ବୈଠକକୁ ଡକାଯାଇଛି । ଦେଶର ରାଜନୀତିକ ସ୍ଥିତି ଓ ପାର୍ଟିର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଂଗରେ ହେବ ଆଲୋଚନା । November 15, 2019 ')}
ତାଜା ଖବର ଝାରସୁଗୁଡ଼ା: ନୂଆଡ଼ିହି ଟୋଲ ଗେଟ ଉଚ୍ଛେଦ ଦାବିରେ ୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ ଡାକରା । ବନ୍ଦ ରହିଛି ଦୋକାନ ବଜାର, ସ୍କୁଲ ଓ କଲେଜ, ସରକାରୀ ଅଫିସ । November 15, 2019 ')}
ତାଜା ଖବର ସୁବର୍ଣ୍ଣପୁର: ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ । ଥାନାରେ ଏତଲା ପରେ ରେବା ଭୁଏଙ୍କୁ ଗିରଫ କଲା ପୋଲିସ । ମେଡିକାଲରେ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇ ଦେବା ଦାବି କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ଡାକ୍ତର । November 15, 2019 ')}
ତାଜା ଖବର ଭଦ୍ରକ: ସ୍କୁଲ ଯିବାବେଳେ ଏନ୍ଏଚ୍-୧୬ ଗେଲପୁର ନିକଟରେ ଟ୍ରକ୍ ଧକ୍କାରେ ଛାତ୍ର ଗୁରୁତର । ଭଦ୍ରକ ମେଡିକାଲରେ ଭର୍ତ୍ତି । ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକ । ଉଭୟ ପାର୍ଶ୍ୱରେ ଗାଡ଼ି ଚଳାଚଳ ଠପ୍ । November 15, 2019 ')}
ତାଜା ଖବର ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ରୁଲିଂ । କେଉଁ ଗାଁ ଓ ପଡ଼ାକୁ ରାଜସ୍ୱ ଗ୍ରାମ କରାଯାଇପାରିବ, ସେ ନେଇ ସମସ୍ତ ବିଧାୟକଙ୍କୁ ଚିଠି ଲେଖିବାକୁ ପ୍ରସ୍ତାବ । November 15, 2019 ')}
ତାଜା ଖବର ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି । ବିରୋଧୀ ଦଳ ନେତା, ଅର୍ଥମନ୍ତ୍ରୀ, କଂଗ୍ରେସ ବିଧାୟକ ଦଳ ନେତାଙ୍କ ସମେତ କିଛି ବିଧାୟକଙ୍କୁ ବୈଠକକୁ ଆମନ୍ତ୍ରଣ । November 15, 2019 ')}