ତାଜା ଖବର ପୂର୍ବତନ ମୁଖ୍ଯ ନିର୍ବାଚନ କମିଶନର ଟି. ଏନ. ଶେଷାନଙ୍କ ପରଲୋକ। ୮୬ ବର୍ଷ ବୟସରେ ଚେନ୍ନାଇରେ ତ୍ୟାଗ କଲେ ଶେଷ ନିଶ୍ବାସ। ୧୯୫୫ ବ୍ୟାଚର ଆଇଏଏସ୍ ଶେଷାନ୍ ନିର୍ବାଚନୀ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ନେଇ ଥିଲେ ଚର୍ଚ୍ଚିତ। November 11, 2019 ')}
ତାଜା ଖବର ଆଜି ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେବେ ମହାପ୍ରଭୁ । କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତଥା ବୈକୁଣ୍ଠ ଚତୁର୍ଦ୍ଦଶୀରେ ଏହି ବେଶ ଅନୁଷ୍ଠିତ ହୋଇଥାଏ। ଠାକୁରମାନେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଏହି ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। November 11, 2019 ')}
ତାଜା ଖବର ଭୁବନେଶ୍ୱର: ୟୁନିଟ୍-୧ ନିକଟ ଭଡ଼ାଘରୁ ଉଠାଇନେଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ।, ଅଭିଯୁକ୍ତ ରଙ୍ଗମିସ୍ତ୍ରୀଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ରବିବାର ବିଳମ୍ବିତ ରାତିରେ ଘଟିଛି ଘଟଣା । November 11, 2019 ')}
ତାଜା ଖବର ଅଯୋଧ୍ୟା ରାୟ ପରେ ହିନ୍ଦୁ ଓ ମୁସଲିମ୍ ଧର୍ମଗୁରୁଙ୍କ ସହ ଶାନ୍ତି ଓ ଭାଇଚାରା ବଜାୟ ରଖିବା ନେଇ ଆଲୋଚନା କଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । November 10, 2019 ')}
ତାଜା ଖବର ଆସନ୍ତାକାଲି ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ‘ବୁଲବୁଲ୍’ରେ ପ୍ରଭାବିତ ଜିଲ୍ଲା ପରିଦର୍ଶନ କରିବେ । ସନ୍ଧ୍ୟାରେ ଲୋକସେବା ଭବନରେ କ୍ଷୟକ୍ଷତି ଓ ପୁନରୁଦ୍ଧାର ନେଇ କରିବେ ସମୀକ୍ଷା । November 10, 2019 ')}
ତାଜା ଖବର ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବାତ୍ୟା ‘ବୁଲବୁଲ୍’ ସମୀକ୍ଷା ବୈଠକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କ୍ଷୟକ୍ଷତି ନେଇ ନେଇ ଆଲୋଚନା । ଉନ୍ନୟନ କମିଶନର, କୃଷି ସଚିବ ପ୍ରମୁଖ ଉପସ୍ଥିତ । November 10, 2019 ')}
ତାଜା ଖବର ଅନୁଗୁଳ: ବଅଁରପାଳ ପୋଲିସ କବଜାରେ ବ୍ରାଉନସୁଗର ରାକେଟ । ୩୩.୨୪ ଗ୍ରାମ୍ ବ୍ରାଉନସୁଗର ଜବତ, ୬ ଜଣ ଗିରଫ । ଗିରଫଙ୍କ ଠାରୁ ୫ଟି ମୋବାଇଲ, ୪ଟି ବାଇକ୍, ୫ ହଜାର ୬୨୦ ଟଙ୍କା ଜବତ । November 10, 2019 ')}
ତାଜା ଖବର ମୁମ୍ବାଇ: ମହାରାଷ୍ଟ୍ରରେ ଏକାକୀ ସରକାର ଗଢ଼ି ପାରିବନି ବିଜେପି । ରାଜ୍ୟପାଳଙ୍କୁ ଭେଟି ଜଣାଇଲେ ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ । November 10, 2019 ')}
ତାଜା ଖବର ଆସନ୍ତାକାଲି ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ‘ବୁଲବୁଲ୍’ରେ ପ୍ରଭାବିତ ଜିଲ୍ଲା ପରିଦର୍ଶନ କରିବେ । ସନ୍ଧ୍ୟାରେ ଲୋକସେବା ଭବନରେ କ୍ଷୟକ୍ଷତି ଓ ପୁନରୁଦ୍ଧାର ନେଇ କରିବେ ସମୀକ୍ଷା । November 10, 2019 ')}
ତାଜା ଖବର ମୋହନା: ଅଡ଼ବା ଥାନା ଗୁଣ୍ଡୁରିପଙ୍କା ଜଙ୍ଗଲରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ । ୭୨ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ୧୪ କୋଟି ୨୦ ଲକ୍ଷ ଟଙ୍କାର ୧ ଲକ୍ଷ ୪୨ ହଜାର ଗଛ ନଷ୍ଟ । November 10, 2019 ')}