ତାଜା ଖବର ଅନୁଗୁଳ: ହଣ୍ଡପା ଷ୍ଟେସନ ନିକଟରେ ଆଜମେର-ପୁରୀ ଏକ୍ସପ୍ରେସ ଟ୍ରେନ ଇଞ୍ଜିନରେ ଅଗ୍ନିକାଣ୍ଡ । ନିଆଁ ଆୟତ୍ତ କଲା ଅଗ୍ନିଶମ ବାହିନୀ । November 7, 2019 ')}
ତାଜା ଖବର ଢେଙ୍କାନାଳ: ପରଜଙ୍ଗ ଥାନା ସାଆନ୍ଦା-ଅଁଳାବେରେଣୀ ବଡ଼ଜୋରା ନାଳ ନିକଟରେ ହାତୀ ଆକ୍ରମଣ । ଦନ୍ତା ଆକ୍ରମଣରେ ମାଆ, ପୁଅ ଗୁରୁତର । ଉଭୟ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି । November 7, 2019 ')}
ତାଜା ଖବର ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ୍’ ପାଇଁ ଶୁକ୍ରବାର ଓ ଶନିବାର ୨ ଦିନ ଧରି ସ୍କୁଲ ଛୁଟି ଘୋଷଣା । ଛୁଟି ଘୋଷଣା କଲେ ପୁରୀ, ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ । November 7, 2019 ')}
ତାଜା ଖବର ବାତ୍ୟା ‘ବୁଲବୁଲ’ ନେଇ ଏନଡିଆରଏଫ ଡିଜି ଏସ୍.ଏନ୍. ପ୍ରଧାନଙ୍କ ସୂଚନା । ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରଭାବ ପଡ଼ିବ । ୨ ରାଜ୍ୟରେ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି । November 7, 2019 ')}
ତାଜା ଖବର କେନ୍ଦ୍ରାପଡ଼ା: ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ୮ ଓ ୯ ତାରିଖରେ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି ଘୋଷଣା କଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ । November 7, 2019 ')}
ତାଜା ଖବର ଭୁବନେଶ୍ୱର: ରାଜଧାନୀରେ ଗୁଳିମାଡ଼ । ଖଣ୍ଡଗିରି ସରକନ୍ତରାରେ ବାପ, ପୁଅଙ୍କୁ ଗୁଳିମାଡ଼ । ଉଭୟ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ । ଜମିବାଡ଼ି ବିବାଦକୁ ନେଇ ଗୁଳିମାଡ଼ ସୂଚନା । November 7, 2019 ')}
ତାଜା ଖବର ନୂଆଦିଲ୍ଲୀ: କେନ୍ଦ୍ରର ପିଆଜ ଚିନ୍ତା । ପିଆଜ ଦରବୃଦ୍ଧି ଓ ଆମଦାନୀ ପ୍ରସଙ୍ଗରେ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମ ବିଳାଶ ପାଶୱାନଙ୍କ ଆଲୋଚନା । November 6, 2019 ')}
ତାଜା ଖବର ଯାଜପୁର: ଉପର ନଗଡ଼ା ଅଞ୍ଚଳରେ ଜଳିଲା ବିଜୁଳି ଆଲୋକ । ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ମହାନ୍ତି, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ସୁକିନ୍ଦା ବିଡିଓ, ନେସ୍କୋ ନିର୍ବାହୀ ଯନ୍ତ୍ରୀଙ୍କ ଉପସ୍ଥିତିରେ ବିଦ୍ୟୁତ୍ ସଂଯୋଗ । ୫ ଦିନ ମଧ୍ୟରେ ମଝି ଓ ତଳ ନଗଡ଼ାକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ । November 6, 2019 ')}
ତାଜା ଖବର ନୂଆଦିଲ୍ଲୀ : ବାୟୁ ପ୍ରଦୂଷଣ ପ୍ରସଙ୍ଗରେ ପଞ୍ଜାବ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ସମାଲୋଚନା । କର୍ତ୍ତବ୍ୟରେ ସାଙ୍ଘାତିକ ଅବହେଳା କରିଥିବା କହିଲେ କୋର୍ଟ । ବିଭିନ୍ନ ସ୍ଥାନରେ ଜଳୁଥିବା ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଛନ୍ତି ପଞ୍ଜାବ ସରକାର । November 6, 2019 ')}
ତାଜା ଖବର ଭୁବନେଶ୍ୱର : ‘ମୋ ବସ୍’ ସେବାକୁ ବର୍ଷେ ପୁରିଲା। ଭୁବନେଶ୍ୱର-କଟକ-ପୁରୀକୁ ଗଡୁଥିବା ‘ମୋ ବସ’ର ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏୟାରପୋର୍ଟରୁ ବସରେ ବସି ଜୟଦେବ ଭବନ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି। ସାଧାରଣ ଯାତ୍ରୀଙ୍କ ଭଳି ଟିକେଟ୍ କାଟି ଯାତ୍ରା କରିଥିଲେ ମୁଖ୍ୟମନ୍ତ୍ରୀ । November 6, 2019 ')}