ତାଜା ଖବର ତେଲେଙ୍ଗାନାରେ ଅଭାବନୀୟ ଘଟଣା, ଅଫିସରେ ପଶି ମହିଳା ତହସିଲଦାରଙ୍କୁ ଜିଅନ୍ତା ଜାଳିଦେଲେ । November 4, 2019 ')}
ତାଜା ଖବର ପିପିଲି: ବିଳମ୍ବିତ ରାତିରେ ବନ୍ଧୁକ ଦେଖାଇ ଲୁଟ୍ । ପାଟପୁରୁ ଅରିଷଣ୍ଢ କେନାଲ ବନ୍ଧରେ ବ୍ୟବସାୟୀଙ୍କ ଠାରୁ ଲୁଟିନେଲେ ଦେଢ଼ ଲକ୍ଷ ଟଙ୍କା । ନିମାପଡ଼ା ଥାନାରେ ଅଭିଯୋଗ । November 4, 2019 ')}
ତାଜା ଖବର ଭଦ୍ରକ: କାଳୀପୂଜା ଯାତ୍ରା ଦେଖି ଫେରୁଥିବା ସମୟରେ ଛାତ୍ରୀଙ୍କୁ ଟେକି ନେଇ ଗଣଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତକୁ ଖୁଣ୍ଟରେ ବାନ୍ଧି ଛେଚିଲେ ଲୋକ । ବିଳମ୍ବିତ ରାତିରେ ଚାନ୍ଦବାଲି ଅଞ୍ଚଳର ଘଟଣା । November 4, 2019 ')}
ତାଜା ଖବର ରାଉରକେଲା: ସରକାରୀ ଚିକିତ୍ସାଳୟରେ ବିଚାରାଧୀନ କଏଦୀ ମୃତ । ମୃତକ ଟାଙ୍ଗରପାଲି ଅଞ୍ଚଳର ଯୋଶେଫ ତିର୍କୀ । ରାଉରକେଲା ସ୍ୱତନ୍ତ୍ର ଜେଲରେ ଅସୁସ୍ଥ ହୋଇ ପଡ଼ିବାରୁ RGHରେ ଭର୍ତ୍ତି ହୋଇଥିଲେ । November 4, 2019 ')}
ତାଜା ଖବର ଖୋର୍ଦ୍ଧା: ପୂର୍ବତନ ସାନଖେମୁଣ୍ଡି ବିଧାୟିକାଙ୍କ କାର ସହ ସ୍କୁଟି ଧକ୍କା । ଜଣେ ମୃତ, ୩ ଆହତ । ଏନ୍ଏଚ୍-୧୬ ବାଲୁଗାଁ ଥାନା ସୁନାଖଳା ବାଇପାସରେ ଦୁର୍ଘଟଣା । November 4, 2019 ')}
ତାଜା ଖବର ଦିଲ୍ଲୀରେ ଅତି ଭୟଙ୍କର ବାୟୁ ପ୍ରଦୂଷଣ । ଅଡ୍-ଇଭିନ୍ ସ୍କିମ ଲାଗୁ ପରେ ସାଇକେଲରେ ଅଫିସ ଗଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ । November 4, 2019 ')}
ତାଜା ଖବର ବ୍ରହ୍ମପୁର: ଗୋଳାବନ୍ଧ ଆର୍ମି ଏଡି କଲେଜ ପରିସରରୁ ଜଣେ ସୈନିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୋସିଲର ତନାଘନା । November 3, 2019 ')}
ତାଜା ଖବର ବିହାର: ଛଟ୍ ପୂଜା ବେଳେ ଅଘଟଣ । ସମସ୍ତିପୁରରେ ଛଟପୂଜା କରୁଥିବା ସମୟରେ ମନ୍ଦିର କାନ୍ଥ ଭୁଶୁଡ଼ି ୨ ମହିଳାଙ୍କ ମୃତ୍ୟୁ । November 3, 2019 ')}
ତାଜା ଖବର ଦିଲ୍ଲୀ ପ୍ରଦୂଷଣ ନେଇ ପଞ୍ଜାବକୁ କେଜ୍ରିୱାଲଙ୍କ ଦାୟୀ ପସଙ୍ଗ । ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମ୍ରିନ୍ଦର । ଜମିରେ ନଡ଼ା ପୋଡ଼ିଥିବା ୨ ହଜାର ୯୨୩ ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । November 3, 2019 ')}
ତାଜା ଖବର ଜଗତସିଂହପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିରିଡ଼ି ଶଙ୍କରପୁର ଗାଁରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଆହତ ରାମରଣା ଭୋଇ ଜିଲ୍ଲା ମେଡିକାଲରେ ଭର୍ତ୍ତି । ଶଙ୍କରପୁର ଗାଁରେ ଉତ୍ତେଜନା । November 3, 2019 ')}