ତାଜା ଖବର ଲଦାଖ୍: ଲେଫ୍ଟନାଣ୍ଟ ଗଭର୍ଣ୍ଣରଭାବେ ଶପଥନେଲେ ରାଧାକୃଷ୍ଣ ମାଥୁର୍ । ୧୯୭୭ ବ୍ୟାଚ୍ର ଅବସରପ୍ରାପ୍ତ ଆଇଏଏସ୍ ଅଫିସର ହେଉଛନ୍ତି ମାଥୁର୍ October 31, 2019 ')}
ତାଜା ଖବର ଲଦାଖ୍ : ଲଦାଖ୍ର ଲେଫ୍ଟନାଣ୍ଟ ଗଭର୍ଣ୍ଣରଭାବେ ଶପଥନେଲେ ରାଧାକୃଷ୍ଣ ମାଥୁର୍ । ୧୯୭୭ ବ୍ୟାଚ୍ର ଅବସରପ୍ରାପ୍ତ ଆଇଏଏସ୍ ଅଫିସର ହେଉଛନ୍ତି ମାଥୁର୍ October 31, 2019 ')}
ତାଜା ଖବର ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ଡିଏସ୍ପିଙ୍କ ଦୀକ୍ଷାନ୍ତ ସମାରୋହ, ୨ ବର୍ଷ ହେଲା ତାଲିମ୍ ନେଉଥିଲେ ୧୬ ଡିଏସ୍ପି । ନକ୍ସଲ ଅପରେସନ୍, ସାଇବର ଅପରାଧ, ପ୍ରଶାସନିକ ଓ ଭିଜିଲାନ୍ସ ସମ୍ପର୍କରେ ତାଲିମ୍ ନେଇଛନ୍ତି । October 31, 2019 ')}
ତାଜା ଖବର ଜଗତସିଂହପୁର ପାରାଦୀପରେ PICT କମ୍ପାନୀରେ ଫୋରକ୍ଲିପ ମେସିନ ଚାପାରେ ଶ୍ରମିକ ଗୁରୁତର, କଟକ ସ୍ଥାନାନ୍ତରିତ, ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି October 30, 2019 ')}
ତାଜା ଖବର ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ। ହିଙ୍ଗୁଳା କୋଇଲା ଖଣି ସମ୍ପ୍ରସାରଣ ପାଇଁ ଜମି ଉଚ୍ଛେଦ କରିବାକୁ ଯାଇ ସ୍ଥିତି ଅସମ୍ଭାଳ । October 30, 2019 ')}
ତାଜା ଖବର ଭଦ୍ରକ : ସପ୍ତମାତୃକା ବେଶର ଚତୁର୍ଥ ଦିନରେ ସିଂହବାହିନୀ ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଉଛନ୍ତି ମାଆ ଭଦ୍ରକାଳୀ October 30, 2019 ')}
ତାଜା ଖବର ଜଳେଶ୍ବର – ବସ୍ତା ଥାନା ଇନ୍ଦିରା ଛକ ଠାରେ ଡମ୍ପର ଧକ୍କାରେ ୫ ବର୍ଷର ବାଳିକା ମୃତ,ମୃତକ ବାଳିକା ଜଣକ ବାଗଲଡିଆ ଗ୍ରାମର ବୋଲି ଜଣାପଡ଼ିଛି, October 30, 2019 ')}
ତାଜା ଖବର ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ ଛକରେ ବିଭନ୍ନ ଦୋକାନରୁ ସିରିଜ ଲୁଟ୍ October 30, 2019 ')}
ତାଜା ଖବର ବସ୍ତା ଥାନା ଇନ୍ଦିରା ଛକ ଠାରେ ଡମ୍ପର ଧକାରେ ୫ ବର୍ଷର ବାଳିକା ମୃତ । କ୍ଷତିପୂରଣ ଦାବିରେ NH ୬୦ ଇନ୍ଦିରା ଛକ ନିକଟରେ ଜାତୀୟ ରାଜପଥ ଅବରୋଧ କଲେ ସ୍ଥାନୀୟ ବାସିନ୍ଦା । October 30, 2019 ')}
ତାଜା ଖବର ମହାରାଷ୍ଟ୍ର: ସର୍ବସମ୍ମତ କ୍ରମେ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେଲେ ଦେବେନ୍ଦ୍ର ଫଡନବିସ । ପ୍ରତିକ୍ରିୟାରେ କହିଲେ, ସେନାକୁ ସାଙ୍ଗରେ ନେଇ ଶପଥ ନେବୁ । October 30, 2019 ')}