ତାଜା ଖବର କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ବସନ୍ତପୁର ନିକଟରେ ଅଜଣା ଗାଡ଼ି ଧକ୍କାରେ ମାମୁ ମୃତ, ଭଣଜା ଗୁରୁତର । ଆହତଙ୍କୁ କଟକ ପଠାଗଲା । October 17, 2019 ')}
ତାଜା ଖବର ନୟାଗଡ଼ ଏମ୍ଆଇ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିନୟ ସୁବୁଦ୍ଧିଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚଢ଼ାଉ October 17, 2019 ')}
ତାଜା ଖବର ବ୍ରହ୍ମପୁର ଉପକଣ୍ଠ ଆମ୍ବଗଡ଼ ଠାରେ ସଡ଼କ ଦୁର୍ଘଟଣା, ବସ୍ ଅଟୋକୁ ପିଟିବାରୁ ୬ ଜଣ ଗୁରୁତର । October 17, 2019 ')}
ତାଜା ଖବର କେନ୍ଦ୍ରାପଡ଼ାରେ ଏକ୍ସପାୟାରି କୃମି ଔଷଧ ଖାଇ ୩୬ ଶିଶୁ ଅସୁସ୍ଥ ଘଟଣା, ମୁଖ୍ୟ ଶାସନ ସଚିବଙ୍କୁ ଏନଏଚଏରସିଙ୍କ ନୋଟିସ । October 17, 2019 ')}
ତାଜା ଖବର ପାରାଦୀପ ବନ୍ଦର ହାର୍ବର ପରିଦର୍ଶନ ସହ କାର୍ଗୋ ଟର୍ମିନାଲର ସମୀକ୍ଷା କଲେ କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ । October 17, 2019 ')}
ତାଜା ଖବର ଅନୁଗୁଳର ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନର୍ସଙ୍କ ଚରମ ଅବହେଳା, ପିଲା ଦେହରେ ରହିଥିଲା ଭଙ୍ଗା ଛୁଞ୍ଚି । October 17, 2019 ')}