ତାଜା ଖବର ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି । ୪ ଘଣ୍ଟା ଧରି ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବ୍ୟବସ୍ଥା । ଅପରାହ୍ଣ ୪ଟାରୁ ରାତି ୮ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ । October 23, 2019 ')}
ତାଜା ଖବର କେରଳରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ । ସମୁଦ୍ରରେ ଥିବା ମସ୍ୟଜୀବୀଙ୍କୁ କୂଳକୁ ଫେରିବାକୁ ନିର୍ଦ୍ଦେଶ । ଅପରେସନରେ ୪ଟି ଏୟାରକ୍ରାଫ୍ଟ, ୭ଟି ଜାହାଜ ,୧୦୦ ଅଫିସର ନିୟୋଜିତ । ସୂଚନା ଦେଲେ କେରଳ ଏବଂ ମାହୀର କୋଷ୍ଟ ଗାର୍ଡ ଡିଆଇଜି ସନାତନ ଜେନା । October 23, 2019 ')}
ତାଜା ଖବର ମାଲକାନଗିରି: MV-33 ଗାଁରେ ଖାପ୍ ପଞ୍ଚାୟତ ପାଲଟିଲା ରଣକ୍ଷେତ୍ର । ୨ ମୃତ, ୬ ଗୁରୁତର । ମୃତକ ହେଉଛନ୍ତି ଗାଁର ଜଣେ ମହିଳା ଓ ଜଣେ ପୁରୁଷ । ଘଟଣାର ତଦନ୍ତ କରୁଛି ପୋଲିସ । October 23, 2019 ')}
ତାଜା ଖବର ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । କାଲି ତ୍ରିଶୂଳିଆ ବ୍ରିଜ୍ ଉପରେ ବାଇକ୍ ରଖି ଡେଇଁ ପଡିଥିଲେ ଯୁବକ । କାଠଯୋଡ଼ି ନଦୀ ଗର୍ଭରୁ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ମୃତକ ଦେବବ୍ରତ ମାଝି,ଘର ରାଜଧାନୀ ଉପକଣ୍ଠ ଗାଡ଼କଣରେ । October 23, 2019 ')}
ତାଜା ଖବର ଭଦ୍ରକ : ନାଳରେ ପଡି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣକ ବନ୍ଧଟିଆ ଗାଁର ରବୀନ୍ଦ୍ର ବେହେରା । ଶୌଚ ହେବାକୁ ଯାଇ ଗୋଡ ଖସିଯିବାରୁ ପାଣିରେ ଭାସିଯାଇଥିଲେ । October 23, 2019 ')}
ତାଜା ଖବର ବାଲେଶ୍ୱର: ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସର୍ବେଶ୍ୱର ସେନାପତିଙ୍କ ଘରେ ଚଢ଼ଉ । ଭୁବନେଶ୍ୱରସ୍ଥିତ ସରକାରୀ ବାସଭାବନ ସମେତ ୫ଟି ସ୍ଥାନରେ ଚଢ଼ଉ । October 23, 2019 ')}
ତାଜା ଖବର ଢେଙ୍କାନାଳ : କାମାକ୍ଷାନଗର ଭାଲୁମୁଣ୍ଡା ଗାଁରେ ବିଦ୍ୟୁତ କାଟକୁ ନେଇ ମରଣାତ୍ମକ ଆକ୍ରମଣ । ଆକ୍ରମଣର ଶିକାର ହେଲେ ମାଆ ଓ ପୁଅ । ମାଆ ରମା ପଧାନ ଓ ପୁଅ ନବିନା ପ୍ରଧାନ ଗୁରୁତର । October 23, 2019 ')}
ତାଜା ଖବର ଯାଜପୁର : ହରିଦାସପୁର PEO ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା । ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ମହିଳା କଂଗ୍ରେସ । ଘଟଣାର ସିବିଆଇ ତଦନ୍ତ ଦାବିରେ ପାଣିକୋଇଲି ସ୍ଥିତ ଏସ.ପି ଅଫିସ୍ ଘେରାଉ । October 23, 2019 ')}
ତାଜା ଖବର ବ୍ୟାଙ୍କ ସେବା ଠପ୍ । ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ଆଜି ଦିନିକିଆ ବ୍ୟାଙ୍କ ଧର୍ମଘଟ ଡାକରା । ପ୍ରଭାବିତ ହେବ ଏଟିଏମ ସେବା । October 22, 2019 ')}
ତାଜା ଖବର କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ୱାଗତ: ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଗୋବର୍ଦ୍ଧନ ମଠ ଦେବୋତ୍ତର ଆଇନରୁ ମୁକ୍ତ ହେବା ପ୍ରସଙ୍ଗ । ସରକାର ଖୁବଶୀଘ୍ର ନିଷ୍ପତ୍ତିକୁ ଲାଗୁ କରନ୍ତୁ । ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ମଠର ସମସ୍ୟା ଅନୁଧ୍ୟାନ କରିବାକୁ ଦିଆଯାଉ । October 22, 2019 ')}