ଅପରାଧ

ଭୁବନେଶ୍ବର: ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଏକ ଘରୋଇ କଲେଜରେ ହୋଇଥିବା ବୋମାମାଡ଼ ଘଟଣାରେ ସାମ୍ନାକୁ ଆସିଛି ଭିଡିଓ । ଶତାଧିକ ଯୁବକ ଗଣ୍ଡଗୋଳ କରିବା ସହ ବୋମାମାଡ଼...

ନନ୍ଦିଘୋଷ ବ୍ୟୁରୋ: ପୁଣି ଲଜ୍ଜା। ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ଅଂଚଳରେ ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ପ୍ଲାଣ୍ଟସାଇଟ ଥାନାରେ ଏ ନେଇ ହୋଇଛି ଅଭିଯୋଗ।...

1 min read

ଭୁବନେଶ୍ବର: ଅପରାହ୍ନରେ ଗିରଫ, ସନ୍ଧ୍ଯାରେ ଜାମିନ । ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ ଗଣ୍ଡଗୋଳ ଘଟଣାରେ ୭ ଅଭିଯୁକ୍ତଙ୍କୁ ଜାମିନ  ପ୍ରଦାନ କରିଛନ୍ତି ଜେଏମଏଫସି-୨...

1 min read

ଭୁବନେଶ୍ବର: ପ୍ରଥମେ ରାସ୍ତା ଉପରେ ଗଣ୍ଡଗୋଳର ଭିଡିଓ ଆସିଲା । ତା’ପରେ ବାରରେ ନାଚଗୀତ ଓ ଖାଇବା ପିଇବା ବିଲ । ପୁଣି ପରେ ପରେ ଆସିଲା...

1 min read

ଭୁବନେଶ୍ବର:  ଭରତପୁର ଥାନାରେ ନିର୍ଯାତନା ମାମଲା । ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପୀଡିତାଙ୍କ ବାପା ବ୍ରିଗେଡିୟର ଅନ୍ତର୍ଯାମୀ ପ୍ରଧାନ । ଡ୍ଯୁଟି ଠିକ୍ କରି...

ଭୁବନେଶ୍ବର: ଭରତପୁର ଥନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିବା ୭ ରୋଡ ରୋମିଓ...

ପୁରୀ: ପୁରୀରେ ଥିବା କବାଡିଆ ଗୋଦାମରେ ଅଗ୍ନିକାଣ୍ଡ । ମଧୁବନ ତୃତୀୟ ଲେନରେ ଥିବା କବାଡିଆ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଗୋଦାମରେ ଥିବା ବିଭିନ୍ନ...

ଭୁବନେଶ୍ବର: ସାମ୍ନାକୁ ଆସିଲା ଭରତପୁର ଥାନା ପୋଲିସର ବର୍ବରତାର ସତ। ଥାର୍ଡ ଡିଗ୍ରୀର କାହାଣୀ ସମସ୍ତଙ୍କ ସାମ୍ନାରେ କହିଛନ୍ତି ନିର୍ଯାତନାର ଶିକାର ହୋଇଥିବା ଅଙ୍କିତା। ପୋଲିସ ସେଦିନ...

ଭୁବନେଶ୍ବର: ଭରତପୁର ଥାନା ବିରୋଧରେ ପୁଣି ଆସିଲା ସାଙ୍ଘାତିକ ଅଭିଯୋଗ । ଏତଲାକାରୀଙ୍କ ଠାରୁ ଟଙ୍କା ମାଗୁଥିଲେ ତତ୍କାଳୀନ ଥାନାଧିକାରୀ ଦୀନକୃଷ୍ଣ ମିଶ୍ର। ଗାଡି ଚୋରି ଅଭିଯୋଗ...

ଭୁବନେଶ୍ବର: ଦିନକୁ ଦିନ ଅସୁରକ୍ଷିତ ହୋଇ ଯାଉଛି ଭୁବନେଶ୍ବର । ଆଇନଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିବାକୁ ବସିଛି । କେଉଁଠି ଲୁଟ ତ କେଉଁଠି ରକ୍ତାକ୍ତ ଆକ୍ରମଣର...