ହାଇଲାଇଟ୍ ସମ୍ବାଦ

ଭୁବନେଶ୍ବର: ୨୦୨୪ରେ ବିଜେଡିକୁ ମିଳିବ ବଡ଼ ବିଜୟ। ଜୁନ ୯ ତାରିଖରେ ନବୀନ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ। ରାଜନୀତିରେ ସୃଷ୍ଟି ହେବ ନୂଆ...

ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ବିଜେଡିର ଟାର୍ଗେଟ। ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ସାର୍ଟିଫିକେଟ ଏବଂ ଆଇଟି...

ନନ୍ଦିଘୋଷ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲାରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସରିବା ପରେ ଏବେ ପ୍ରଚାରରେ କମ୍ପୁଛି ଗାଁ ଦାଣ୍ଡ । ତିନି ପ୍ରମୁଖ ରାଜନୈତିକ ଦଳ...

ନନ୍ଦିଘୋଷ ବ୍ୟୁରୋ: ପୁରୀ ଜିଲ୍ଲାରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ । ମେ ୨୫ ତାରିଖରେ ଏଠାରେ ହେବାକୁ ଯାଉଛି ଭୋଟିଂ। ଭୋଟଦାନ ପୂର୍ବରୁ ଏଠାରେ ଦେଖିବାକୁ ମିଳିଛି...

ନନ୍ଦିଘୋଷ ବ୍ୟୁରୋ: କାକଟପୁର ନିର୍ବାଚନ ମଣ୍ଡଳୀରେ ରୋଚକ ସ୍ଥିତି। ସାଧାରଣ ନିର୍ବାଚନ ମୈଦାନରେ ଜୋତା କାରିଗର। ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି କାକଟପୁର ପଞ୍ଚାୟତର...

ନୟାଗଡ଼: ଆଉ ଦିନ କେଇଟା ପରେ ନିର୍ବାଚନ। ଗ୍ରାଉଣ୍ଡରେ ପ୍ରାର୍ଥୀ । ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବଢିବାରେ ଲାଗିଛି ରାଜନୈତିକ ଉଷ୍ମତା । ତେବେ...

1 min read

ଭୁବନେଶ୍ବର: ପୁଣି ବିଜେପି କର୍ମୀଙ୍କ ଆଇନ ଉଲ୍ଲଂଘନ ଅଭିଯୋଗ। ବିଜେଡି ପ୍ରଚାର ଗାଡିକୁ ବିଜେପି ପ୍ରାର୍ଥୀଙ୍କ ସମର୍ଥକ ଅଟକାଇ ଧମକାଇବା ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛି...

1 min read

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଦକ୍ଷ ବ୍ୟାଟ୍ସମ୍ୟାନଙ୍କୁ ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କରଙ୍କ ସମାଲୋଚନ ପ୍ରସଙ୍ଗ । ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଏଥିରେ ଏଣ୍ଟ୍ରି...

1 min read

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଆଗାମୀ ୫ ଦିନ ଯାଏ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି...

ନନ୍ଦିଘୋଷ ବ୍ୟୁରୋ: ମଦ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଜାମିନ ପାଇଁ ସୁପ୍ରିମକୋର୍ଟରେ କେଜ୍ରିଓ୍ବାଲ ଚ୍ୟାଲେଞ୍ଜ କରିଥିବାବେଳେ ମଙ୍ଗଳବାର ଶୁଣାଣି ହେବାର...