ହାଇଲାଇଟ୍ ସମ୍ବାଦ

ନୂଆଦିଲ୍ଲୀ: କୁସ୍ତି ମହାସଙ୍ଘ ସଭାପତି ବ୍ରିଜ ଭୂଷଣଙ୍କୁ ଧକ୍କା। ୪ ସପ୍ତାହ ଲାଗି ଦାୟିତ୍ବରୁ ହେବେ ଅନ୍ତର। ଏହା ଛଡ଼ା ଯୌନ କେଳେଙ୍କାରୀ ଅଭିଯୋଗର ତଦନ୍ତ ଲାଗି...

1 min read

ଭୁବନେଶ୍ୱର: ୧୨ଟି ପ୍ରସ୍ତାବରେ ଲାଗିଲା କ୍ୟାବିନେଟ୍ ମୋହର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବରେ ମୋହର ବାଜିଛି । ବଢ଼ିଲା ଅନୁଦାନପ୍ରାପ୍ତ ବେସରକାରୀ...

1 min read

ନୂଆଦିଲ୍ଲୀ: ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ । ବୋମା ଆତଙ୍କ ପରେ ଉଜବେକିସ୍ତାନକୁ ନିଆଗଲା ବିମାନ । ଋଷର ପର୍ମ ବିମାନବନ୍ଦରରୁ ଆଜୁର ଏୟାର...

ନୂଆଦିଲ୍ଲୀ: କ୍ରିସ ହିପକିନ୍ସ ହେବେ ନ୍ୟୁଜିଲାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ଜାସିଣ୍ଡା ଆର୍ଡେର୍ଣ୍ଣଙ୍କ ସ୍ଥାନରେ ଦାୟିତ୍ବ ସମ୍ଭାଳିବେ ହିପକିନ୍ସ । ଏନେଇ ଘୋଷଣା କରିଛି ଲେବର ପାର୍ଟି...

ରାଉରକେଲା: ଭୁବନେଶ୍ୱରର ବିଭିନ୍ନ ଭିନ୍ନକ୍ଷମ ବିଦ୍ୟାଳୟରୁ ୨୩ ଜଣ ଛାତ୍ରଛାତ୍ରୀ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବସି ବିଶ୍ୱକପ ମ୍ୟାଚ ଦେଖିଛନ୍ତି । ପ୍ରଥମ ଥର ପାଇଁ...

କଟକ: ବହୁ ଚର୍ଚ୍ଚିତ ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲା । ଆସିଲା ଶୁଭଶ୍ରୀଙ୍କ ଭିସେରା ରିପୋର୍ଟ । ମଦ୍ୟପାନ ସହ ନିଦ ବଟିକା ଖାଇଥିବାରୁ ଶୁଭଶ୍ରୀଙ୍କ...

କିଭ୍: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦେହାନ୍ତ ହୋଇଥିବା ଆଶଙ୍କା କରାଯାଉଛି । ସେ ବଞ୍ଚିଛନ୍ତି କି ନାହିଁ ତାହା କହିବା ଅସମ୍ଭବ । ଓ୍ବାର୍ଲ୍ଡ ଇକୋନୋମିକ୍...

1 min read

ରାୟପୁର: ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନିକିଆ । ଦିନ ସାଢ଼େ ଗୋଟାଏରେ ରାୟପୁରରେ ଖେଳାଯିବ ଏହି ମ୍ୟାଚ୍ । ୩ ଟିକିଆ ଦିନିକିଆ ସିରିଜରେ ପ୍ରଥମ ମ୍ୟାଚକୁ...

ଭୁବନେଶ୍ୱର: ଡଟ୍ ଫେଷ୍ଟରେ ଝୁମୁଛି ରାଜଧାନୀ । ଆଜି ମେଗା ଇଭେଣ୍ଟର ସପ୍ତମ ଦିନ । ସନ୍ଧ୍ୟାରେ ଜମିବ ମନୋରଞ୍ଜନ । ଲୋକଙ୍କୁ ଝୁମାଇବେ ବଲିଉଡ ସିଙ୍ଗର...

1 min read

ନୂଆଦିଲ୍ଲୀ: କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ହେବ ତଦନ୍ତ । ଏନେଇ ଏକ କମିଟି ଗଠନ କରିଛି...