ହାଇଲାଇଟ୍ ସମ୍ବାଦ

ନନ୍ଦିଘୋଷ ବ୍ୟୁରୋ: ଆନନ୍ଦ ଉଲ୍ଲାସର ପର୍ବ ଦୀପାବଳି । ଆଲୋକର ପର୍ବ ବୋଲାଉଥିବା ଏହି ଉତ୍ସବ ସବୁଠି ଖୁସିରେ ପାଳନ କରାଯାଇଥାଏ । ତେବେ ବଲିଉଡ କଳାକାରଙ୍କ...

ନନ୍ଦିଘୋଷ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ବଡ଼ ଦାୟିତ୍ବ ମିଳିଛି । ଭାରତ-ଏ ପକ୍ଷରୁ ଅଧିନାୟକ ପଦ ସମ୍ଭାଳିବେ ଏହି...

ଭୁବନେଶ୍ବର : ବିଜେପି ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡି । ବିଦ୍ୟାଳୟ ଓ ଗଣଶିକ୍ଷା...

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ହାସ୍ୟ ଅଭିନେତା ଗୋବର୍ଦ୍ଧନ ଅସରାନିଙ୍କ ପରଲୋକ ଘଟିଛି । ଗତକାଲି ଅର୍ଥାତ ଅକ୍ଟୋବର ୨୦ରେ ତାଙ୍କ ପରଲୋକ ଘଟିଛି । ୮୪...

ନନ୍ଦିଘୋଷ ବ୍ୟୁରୋ: ଆତଙ୍କୀ ସଂଗଠନ ହମାସକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚରମ ଚେତାବନୀ। ଇସ୍ରାଏଲ ସହ ଯୁଦ୍ଧବିରତି ଭଙ୍ଗ କଲେ ଭୋଗିବାକୁ ପଡିବ ବଡ଼ ପରିଣାମ...

ନନ୍ଦିଘୋଷ ବ୍ୟୁରୋ : ଜାପାନରେ ଲେଖାହେଲା ନୂଆ ଇତିହାସ । ଦେଶକୁ ମିଳିଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ମଙ୍ଗଳବାର ଜାପାନର ନିମ୍ନ ସଦନ ସାନାଏ ତାକାଇଚିଙ୍କୁ...

ନନ୍ଦିଘୋଷ ବ୍ୟୁରୋ: ୩୮ ବର୍ଷ ବୟସରେ କ୍ରିକେଟରେ ଡେବ୍ୟୁ । ସେ ପୁଣି ଟେଷ୍ଟ କ୍ରିକେଟ ଆଉ ଆନ୍ତର୍ଜାତୀୟ ମ୍ୟାଚ୍ । ଶୁଣିଲା ବେଳକୁ ବିଶ୍ବାସ ହେଉନି...

ନନ୍ଦିଘୋଷ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି  । ଏହା...

ନନ୍ଦିଘୋଷ ବ୍ୟୁରୋ: ବିହାରରେ ଏବେ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି । ନେତାମାନେ ନିଜର ପ୍ରଚାର ଜୋରଦାର କରିଥିବାବେଳେ ଆସନ ଭାଗବଣ୍ଟାକୁ ନେଇ କିଛିଦିନ...

ବାଲେଶ୍ବର : ବାଣ ଫୁଟାଇଲା ପ୍ରଶାସନ। ଥରିଲା ୬ଟି ଗାଁ। ଏତେ ବାଣ ଫୁଟାଇଲା ଯେ ଘରଦ୍ଵାର ଭାଙ୍ଗି ଯାଇଛି ଏବଂ କାନ୍ଥ ଫାଟି ଯାଇଛି ।...