ନୂଆଦିଲ୍ଲୀ: କୋଇଲା ରୟାଲ୍ଟି ପ୍ରସଙ୍ଗରେ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ସାଂସଦ ସସ୍ମିତ ପାତ୍ର । କୋଇଲା ରୟାଲିଟି ପୁନଃସମୀକ୍ଷା ପାଇଁ କେନ୍ଦ୍ର ସରକାର କେଉଁଭଳି ପଦକ୍ଷେପ ନେଇଛନ୍ତି...
ଜାତୀୟ
ନୂଆଦିଲ୍ଲୀ: ରାଜ୍ୟସଭାରୁ ବିଦାୟ ନେଉଛନ୍ତି କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦଙ୍କ ସମେତ ୪ ସାଂସଦ । ଗୃହରେ ଦିଆଯାଉଛି ବିଦାୟୀ ଭାଷଣ । ପୁଣି ଥରେ...
ନୂଆଦିଲ୍ଲୀ: ଭାରତକୁ ଟାର୍ଗେଟ କରିବାକୁ ଚୀନକୁ ମିଳିଯାଇଛି ଏକ ନୂଆ ମଉକା। କେନ୍ଦ୍ର ପରିବହନ ମନ୍ତ୍ରୀ ତଥା ପୂର୍ବତନ ସେନା ମୁଖ୍ୟ ଭି.କେ ସିଂ ଏମିତି କିଛି...
ଭୁବନେଶ୍ୱର: ପୁଣି ଚମକିଲେ ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ । ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ୱିମେନ୍ ଅଫ ଦି ଇୟର ସମ୍ମାନ ପାଇବେ ଦୂତୀ । ଏନେଇ...
କୋଲକାତା: ଖେଳ ହେଲା କାଳ । କୋଲକାତାର ହୁଗୁଳି ନଦୀରେ ମୃତ୍ୟୁର ଖେଳ । ହୁଗୁଳି ନଦୀର ସେତୁର ୭୦ ଫୁଟ ତଳକୁ ଡେଇଁ ୨ ଯୁବକ...
ପାଟନା: କ୍ୟାବିନେଟ ବିସ୍ତାର କରିବାକୁ ଯାଉଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସରକାର ଗଢିବାର ଅଢେଇ ମାସ ପରେ ପୁଣି ମନ୍ତ୍ରୀ ମଣ୍ଡଳରେ ପରିବର୍ତ୍ତନ କରିବାକୁ...
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘଟିଥିବା ହିଂସା କାଣ୍ଡର ମୁଖ୍ୟ ଅଭିଯୁକ୍ତ ଦୀପ ସିନ୍ଧୁ ଗିରଫ । ୧୪ ଦିନ ଧରି ଫେରାର ଥିବା ହିଂସା କାଣ୍ଡର ମୁଖ୍ୟ...
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରମୁଖ୍ୟଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ ଯୋଗେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ବାର୍ତ୍ତାଳପ କରିଥିବା ନେଇ...
ନୂଆଦିଲ୍ଲୀ: ଅନଲାଇନ୍ ଲୁଟର ଶିକାର ହେଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ । ସୋଫା ବିକୁ ବିକୁ ଖାଲି ହୋଇଗଲା ଆକାଉଣ୍ଟ । ଠକ ଲୁଟିନେଲେ ୩୪ ହଜାର ଟଙ୍କା...
ନୂଆଦିଲ୍ଲୀ: ରାଜ୍ୟସଭାରେ ଉଠିଲା ସୀମା ପ୍ରସଙ୍ଗ । ବିରୋଧୀ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କଠୁ ଜବାବ ମାଗିଥିଲା । ଦିନକୁ ଦିନ ଭାରତ ଓ ପାକିସ୍ତାନ...