ନୂଆଦିଲ୍ଲୀ: ଋଷ ଇତିହାସରେ ଆଜି ଏମିତି କିଛି ଘଟିଛି ଯାହା ଆଗରୁ କେବେ ଘଟିନଥିଲା । ରାଷ୍ଟ୍ରପତି ଭ୍ଲଦିମିର ପୁଟିନ ୨୦୩୬ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ରହିବେ...
ଜାତୀୟ
ନୂଆଦିଲ୍ଲୀ: ଲଦାଖ ସୀମାରେ ଚୀନ୍ ସହ ଉତ୍ତେଜନା ଲାଗି ରହିଛି । ଯୁଦ୍ଧ ଆଶଙ୍କାକୁ ନେଇ ଦେଶବାସୀ ଆତଙ୍କିତ ଥିବାବେଳେ ପ୍ରତିରକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାର କରିଛନ୍ତି...
ନୂଆଦିଲ୍ଲୀ:କେନ୍ଦ୍ର ସରକାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ୧ ଅଗଷ୍ଟ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନକୁ ଖାଲି କରିବା ପାଇଁ କହିଛନ୍ତି । କେନ୍ଦ୍ର ନଗର...
ନୂଆଦିଲ୍ଲୀ: ଭାରତୀୟ ଟାଇମ୍,ବାକି ଦୁନିଆରେ କୁଖ୍ୟାତ । ଭାରତୀୟ ଟାଇମ୍ କହିଲେ ବିଳମ୍ବରେ ପହଂଚିବା କିମ୍ବା ବିଲକୁଲ ନପହଂଚିବା । ତେବେ ୧୬୭ ବର୍ଷରେ ପ୍ରଥମ ଥର...
ପାଟଣା: ବିହାରରେ ପୁଣି ଦେଖିବାକୁ ମିଳିଛି ପ୍ରକୃତିର କରାଳ ରୂପ । ଗୁରୁବାର ଦିନ ବଜ୍ରପାତ ଯୋଗୁଁ ବିଭିନ୍ନ ଜିଲ୍ଲାରେ ୨୫ ଜଣ ପ୍ରାଣ ହରାଇଛନ୍ତି ।...
ନୂଆଦିଲ୍ଲୀ: ଗଲବାନ୍ ଉପତ୍ୟକା ଏବଂ ଗୋଗ୍ରା ହଟ୍ ସ୍ପ୍ରିଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ଏବଂ ଚୀନ୍ ପୁଣି ଥରେ ସହମତ ହୋଇଛନ୍ତି । ପୂର୍ବ ଲଦାଖର...
ଲଦାଖ: ଚୀନ୍ ସହ ତିକ୍ତତା ଲାଗିରହିଥିବା ବେଳେ ଲଦାଖରେ ନିଜ ସ୍ପେଶାଲ ଫୋର୍ସକୁ ମୁତୟନ କରିଛି ଭାରତ । ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ସ୍ପେଶାଲ ଫୋର୍ସର...
ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଦେଶରେ ୬ଲକ୍ଷ ଟପିଲା କରୋନା ସଂକ୍ରମିତ ସଂଖ୍ୟା । ଗତ ୨୪ ଘଣ୍ଟାରେ...
ମସ୍କୋ: ଚୀନ୍ ଗତ କିଛି ଦିନ ହେବ ପଡ଼ୋଶୀ ଦେଶମାନଙ୍କ ସହିତ ଲଗାତାର ଭାବେ ସୀମା ବିବାଦ ସୃଷ୍ଟି କରୁଛି । ଚୀନ୍ ବର୍ତ୍ତମାନ ଋଷର ଭ୍ଳାଦିବୋସ୍ତୋକ୍...
ଇସଲାମାବାଦ: ପାକିସ୍ତାନ ରାଜଧାନୀ ଇସଲାମାବାଦରେ ପ୍ରଥମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସେଠାରେ ବିରୋଧ ଦେଖାଦେଲାଣି । ମନ୍ଦିର ନିର୍ମାଣ କାର୍ଯ୍ୟ ବିରୋଧରେ...