ନୂଆଦିଲ୍ଲୀ : ଦିଲ୍ଲୀରେ ଆଜିଠୁ ମହିଳା ସମୃଦ୍ଧି ଯୋଜନାର ଶୁଭାରମ୍ଭ ହେବ। ଅର୍ଥାତ ପ୍ରତ୍ୟେକ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ପ୍ରଦାନ ସଂପର୍କିତ ଯୋଜନାର ଆରମ୍ଭ ହେବ।...
ଜାତୀୟ
ନୂଆଦିଲ୍ଲୀ: ଭାରତର ନାଗରିକତା ଛାଡ଼ିଲେ ପଳାତକ ଲଳିତ ମୋଦି । ବନାଉତର ନାଗରିକତା ଗ୍ରହଣ କଲେ । ଏନେଇ ବୈଦେଶିକ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।...
ଭୁବନେଶ୍ବର: ବିପଦରେ ବନ୍ୟଜନ୍ତୁ । ସାରା ଦୁନିଆରେ ୧ ଲକ୍ଷ ୬୬ ହଜାର ଉଦ୍ଭିଦ ଓ ଜନ୍ତୁ ବିପଦରେ । ଭାରତରେ ୯୫୦ ପ୍ରଜାତିର ଜୀବଜନ୍ତୁ ବିଲୁପ୍ତ...
ନୂଆଦିଲ୍ଲୀ ; କ୍ରିକେଟର ମହମ୍ମଦ ସାମିଙ୍କ ସପକ୍ଷରେ ବାହାରିଲେ କଂଗ୍ରେସ ନେତ୍ରୀ ଶାମା ମହମ୍ମଦ । ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ ବେଳେ ରୋଜା ପାଳନ ନ କରିବା...
ନୂଆଦିଳ୍ଲୀ : ସୁନା ସ୍ମଗଲିଂର ଗୁମର ଖୋଲୁଛନ୍ତି ଅଭିନେତ୍ରୀ ରାନ୍ୟା ରାଓ। ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ବା ଡିଆରଆଇ ନିକଟରେ ଅନେକ ଚାଞ୍ଚଲ୍ଯକର ବୟାନ ଦେଇଛନ୍ତି ଅଭିନେତ୍ରୀ।...
ନୂଆଦିଲ୍ଲୀ : ଦିଲ୍ଲୀରେ ବଦଳିଗଲା ରାସ୍ତାର ନାଁ। ତୁଗଲକ ଲେନ ବଦଳରେ ସ୍ବାମୀ ବିବେକାନନ୍ଦ ମାର୍ଗ ନାଁ ରଖିଲେ ଦୁଇ ବିଜେପି ସାଂସଦ। ଦିଲ୍ଲୀର ପ୍ରମୁଖ ରାସ୍ତା...
ନନ୍ଦିଘୋଷ ବ୍ୟୁରୋ : ଶ୍ରୀନଗରରେ ଅବସ୍ଥିତ ଏସିଆର ସର୍ବବୃହତ ଟ୍ୟୁଲିପ୍ ଉଦ୍ୟାନରେ ଚାଲିଛି ପ୍ରସ୍ତୁତି । ଚଳିତ ବର୍ଷ ଉଦ୍ୟାନରେ ୧୭ ଲକ୍ଷ ଟ୍ୟୁଲିପ୍ ରୋପଣ କରାଯାଇଛି।...
ନୂଆଦିଲ୍ଲୀ : ଲୋକମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି । ଦେଶର ରାଜଧାନୀ ଦିଲ୍ଲୀରେ କମିଲା ସୁନାଦର । ଆଶ୍ଚର୍ଯ୍ୟଜନକ କଥା ହେଉଛି ଡଲାର ଇଣ୍ଡେକ୍ସରେ...
ନନ୍ଦିଘୋଷ ବ୍ୟୁରୋ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ୍ ମ୍ୟାଚ୍ ୯ ମାର୍ଚ୍ଚରେ ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍...
ନନ୍ଦିଘୋଷ ବ୍ୟୁରୋ : ତିହାର ଜେଲରୁ ମୁକୁଳିଲେ ଅଲିମ୍ପିକ୍ସ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାର। ଜୁନିଅର ରେସଲର ସାଗର ଧନଖର ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟ...