ପୁରୀ : ପୁଣି ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କ । ସାମାନ୍ୟ କଥାକୁ କେନ୍ଦ୍ର କରି ତିନିଜଣ ଯୁବକଙ୍କୁ ମଙ୍ଗଳାଘାଟ ନିକଟରେ ଥିବା ଆପାର୍ଟମେଣ୍ଟରୁ ଉଠାଇ ନେଇ ମରଣାନ୍ତକ...
ଓଡ଼ିଶା
ଉତ୍ତରାଖଣ୍ଡ: ଉତ୍ତରକାଶୀର ଟନେଲରେ ଫସିଥିବା ଓଡ଼ଆ ଶ୍ରମିକମାନେ ଖୁବଶୀଘ୍ର ଘରକୁ ଫେରିବେ । ଉତ୍ତରକାଶୀରୁ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ। ସେ କହିଛନ୍ତି...
ବାଲେଶ୍ବର: ଚୋରଙ୍କ ଟାର୍ଗେଟ୍ରେ ଏବେ ବୁଲା ଗୋରୁ । ରାସ୍ତାରେ ଶୋଇଥିବା ବୁଲା ଗୋରୁ, ଗାଇଙ୍କୁ ନିଶବ୍ଦ ରାତିରେ ଉଠାଇ ନେଉଛନ୍ତି ଚୋରମାନେ। ଏମିତି ଏକ ଭିଡ଼ିଓ...
ଖୋର୍ଦ୍ଧା: ଟ୍ରେନକୁ ଅଟକାଇ ଟ୍ରେନ ଆଗରେ ଧାରଣା ଦେଲେ ଯାତ୍ରୀ । ଖୋର୍ଦ୍ଧା ରୋଡ ଷ୍ଟେସନ ନିକଟ ତାପଙ୍ଗ ଷ୍ଟେସନରେ ଘଟିଛି ଏପରି ଅଭାବନୀୟ ଘଟଣା ।...
ଭୁବନେଶ୍ବର: ମଙ୍ଗଳବାରଥିଲା ଛାଡ଼ଖାଇ। କିନ୍ତୁ ବୁଧବାର ଆମିଷ ବଜାରରେ ଲାଗିଛି ଗ୍ରାହକଙ୍କ ଭିଡ଼। ମଙ୍ଗଳବାରରେ ଅଧିକାଂଶ ଲୋକ ଖାଉ ନଥିବାବେଳେ ପ୍ରକୃତ ଛାଡ଼ଖାଇ ଆଜି ପାଳନ କରୁଛନ୍ତି...
କଟକ: ଐତିହାସିକ ବାଲିଯାତ୍ରାର ଆଜି ତୃତୀୟ ଦିନ। ଉତ୍କଳୀୟ ପରମ୍ପରା. ଐତିହ୍ୟ ଓ ଗୌରବମୟ ଅତୀତର ଗାଥାକୁ ନେଇ ଦୁଲୁକୁଛି ବାଲିଯାତ୍ରା ପଡିଆ । ଉଦଘାଟନୀ ପରଠାରୁ...
ଭୁବନେଶ୍ବର: ବଙ୍ଗୋପ ସାଗରରେ ବାତ୍ୟା ଭୟ। ଦକ୍ଷିଣ ଆଣ୍ଡାମାନ ସାଗରରରେ ସୃଷ୍ଟ ଲଘୁଚାପ ଆହୁରି ଅଧିକ ଘନୀଭୂତ ହୋଇ ପଶ୍ଚିମ ଓ ଉତ୍ତର – ପଶ୍ଚିମ ଦିଗରେ...
ଉତ୍ତରକାଶୀ: ଉତ୍ତରକାଶୀ ଟନେଲରୁ ଉଦ୍ଧାର ହେଲେ ୪୧ ଜଣ ଶ୍ରମିକ। ରେସ୍କ୍ୟୁ ଟିମ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ପାଞ୍ଚ...
ଉତ୍ତରକାଶୀ: ପ୍ରତୀକ୍ଷାର ଅନ୍ତ ହେଲା। ଦୀର୍ଘ ୧୭ ଦିନର କସରତ ପରେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହେଲେ ୫ ଶ୍ରମିକ। ପ୍ରଥମେ ଅସୁସ୍ଥ ଓ ବୟସ୍କ ଶ୍ରମିକଙ୍କୁ...
ଭୁବନେଶ୍ୱର: ଚୀନରେ ନିମୋନିଆ, ଆଲର୍ଟରେ ରାଜ୍ୟ ସରକାର। ଚୀନ ନିମୋନିଆ ନେଇ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସମସ୍ତ ରାଜ୍ୟକୁ ଆଗୁଆ ସଚେତନ ରହିବାକୁ...