ଓଡ଼ିଶା

ରାଉରକେଲା: ଗୋଟିଏ ପାରା ଇସ୍ପାତ ନଗରୀର ପାରା ବଢାଇ ଦେଇଛି । ଆଗରୁ ପାକିସ୍ତାନୀ ପାରା କଥା ଶୁଣିଥିବେ ଏବେ ଚାଇନା ପାରା କଥା ଶୁଣନ୍ତୁ ।...

ଭଦ୍ରକ: ସ୍ୱାମୀ ସାଜିଲା ସଇତାନ୍ । ଘରୋଇ କଳିର କରୁଣ ପରିଣତି । ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ଅଳ୍ପକେ ବର୍ତ୍ତିଗଲା ୮ବର୍ଷର...

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟଗୁଡିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ...

କଟକ: ନକଲି କାରଖାନାର ପେଣ୍ଠ କଟକରୁ ପୁଣି ଏକ ଦୁଇ ନମ୍ବରୀ କାରଖାନା ଠାବ । ଜଗତପୁର ପୀରବଜାର ଚମ୍ପତ୍ତିଠାରେ ନକଲି ସିମେଣ୍ଟ ଗୋଦାମ ଠାବ ପରେ...

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି କିଶୋରଙ୍କ ଟୀକାକରଣ । ବିଭିନ୍ନ ହସ୍ପିଟାଲରେ ଟୀକା ନେଉଛନ୍ତି ୧୫ରୁ ୧୮ ବର୍ଷ ବୟସ୍କ ପିଲା ନେଉଛନ୍ତି ଟିକା ।...

ଭୁବନେଶ୍ବର: ପ୍ରତିଷ୍ଠା ଦିନଠାରୁ ଲାଭରେ ଚାଲିଥିବା ଓଡ଼ିଶାର ଗର୍ବ ତଥା ନବରତ୍ନ କଂପାନୀ ନାଲକୋର ଘରୋଇକରଣ ନିଷ୍ପତ୍ତିକୁ ବିରୋଧ । ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ଆଇଏନଟିୟୁସି ।...

କଟକ: ଆଉ କୋର୍ଟରେ ଶୁଣିବାକୁ ମିଳିବନି ମାଇଁ ଲର୍ଡ ଉଚ୍ଚାରଣ । ମାଇଁ ଲର୍ଡ ବଦଳରେ ଏଣିକି ଶୁଣିବାକୁ ମିଳିବ ସାର୍ । ଓଡ଼ିଶା ହାଇକୋର୍ଟ ମୁଖ୍ୟ...

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଓ୍ବାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ଦିଆଗଲା ନିର୍ଦ୍ଦେଶ । ସବୁ ମ୍ୟୁନିସିପାଲ କମିଶନର ଓ...

ଖୋର୍ଦ୍ଧା: ଖୋର୍ଦ୍ଧାରେ ଖବରକାଗଜ ହକରଙ୍କୁ ପରିଚୟପତ୍ର ବଣ୍ଟନ ପ୍ରକ୍ରିୟା ଆରମ୍ଭ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଏହି ପରିଚୟପତ୍ର ବଣ୍ଟନ କରିଛନ୍ତି ।...