ଓଡ଼ିଶା

ଭୁବନେଶ୍ୱର: ବ୍ରାଣ୍ଡ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ...

ଭବାନୀପାଟଣା: ଭବାନୀପାଟଣା ପୂର୍ବତନ ବିଧାୟକଙ୍କ ଘରେ ଭିଜିଲାନ୍ସ ରେଡ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ବିଧାୟକ ଅନାମ ନାୟକଙ୍କ ଘରେ ଚଢାଉ ହୋଇଛି ।...

1 min read

ଭୁବନେଶ୍ୱର: ଆଜି ଆଇଏଏସ୍‌ ଅଫିସରଙ୍କ ସମ୍ମିଳନୀ । ୫-ଟି ଓ ଭିତ୍ତିଭୂମିର ଅଭିବୃଦ୍ଧି ନେଇ ସମ୍ମିଳନୀରେ ହେବ ଆଲୋଚନା । ଲୋକସେବା ଭବନରେ ଆୟୋଜିତ ଏହି ସମ୍ମିଳନୀକୁ...

1 min read

ଭୁବନେଶ୍ୱର: ଆଜି ଆଇଏଏସ୍‌ ଅଫିସରଙ୍କ ସମ୍ମିଳନୀ । ୫-ଟି ଓ ଭିତ୍ତିଭୂମିର ଅଭିବୃଦ୍ଧି ନେଇ ସମ୍ମିଳନୀରେ ହେବ ଆଲୋଚନା । ଲୋକସେବା ଭବନରେ ଆୟୋଜିତ ଏହି ସମ୍ମିଳନୀକୁ...

ଢେଙ୍କାନାଳ: ଢେଙ୍କାନାଳରେ ହାତୀ ଆତଙ୍କ ଜାରି ରହିଥିବା ବେଳେ ଏବେ ପୁଣି ଗାଁରେ ପଶି ଆତଙ୍କ ଖେଳାଇଛନ୍ତି ହାତୀ ପଲ । କାମାକ୍ଷାନଗର ବ୍ଲକ ବାଲିଗୋରଡ ପଞ୍ଚାୟତ...

ଭୁବନେଶ୍ୱର: ସମୀର ମହାନ୍ତି ହେବେ ରାଜ୍ୟ ବିଜେପି ସଭାପତି । ଦଳୀୟ ବୈଠକ ପରେ ତାଙ୍କ ନାଁରେ ସହମତି ପ୍ରକାଶ ପାଇଥିବା ଅନୌପଚାରିକ ଭାବେ ଜଣାପଡ଼ିଛି ।...

1 min read

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପାଇଁ ରାଜ୍ୟ ସରକାରଙ୍କ ବିକାଶ ନକ୍ସ।। ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀ ତାଳବଣିଆ ହ୍ୟ।ଲିପ୍ୟାଡରେ ପହଞ୍ଚିବା...

ଖୋର୍ଦ୍ଧା: ଅଧ୍ୟାପକଙ୍କ ଉନ୍ମତକାଣ୍ଡ । ଛାତ୍ରଙ୍କ ଅଙ୍ଗୁଳିକୁ କାମୁଡି ରକ୍ତ।କ୍ତ କଲେ ଅଧ୍ୟାପକ । ଏଭଳି ଅବାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା...

ବ୍ରହ୍ମପୁର: ଲୋଚାପଡା ସମବାୟ ସମିତି ବ୍ୟାଙ୍କର ସମ୍ପାଦକ ଜଗନାଥ ପାତ୍ରଙ୍କ ଉକ୍ତ ବ୍ୟାଙ୍କରେ ହିଁ ସଟ ସର୍କିଟ ଯୋଗୁଁ ପୋଡି ହୋଇ ଅକସ୍ମାତ ମୃତ୍ୟୁ । ଲୋଚାପଡା...