ନୂଆଦିଲ୍ଲୀ : ଜାନୁଆରୀ ୨୨ ନୁହେଁ ଫେବ୍ରୁଆରୀ ୧ ତାରିଖରେ ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ଦିଆଯିବ । ନୂଆ ତାରିଖ ଘୋଷଣା କରିଛନ୍ତି ଦିଲ୍ଲୀର ପଟିଆଲା...
ମୁଖ୍ୟ ଖବର
ବଣାଇ: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ପୁଣି ଏକ ହତ୍ୟାକାଣ୍ଡ । ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ନିର୍ମମ ହତ୍ୟା । ଟାଙ୍ଗିଆରେ ହାଣି ମହିଳାଙ୍କୁ ହତ୍ୟା କଲେ ଯୁବକ...
ଭୁବନେଶ୍ୱର: ସମୀର ମହାନ୍ତି ହେବେ ରାଜ୍ୟ ବିଜେପି ସଭାପତି । ଦଳୀୟ ବୈଠକ ପରେ ତାଙ୍କ ନାଁରେ ସହମତି ପ୍ରକାଶ ପାଇଥିବା ଅନୌପଚାରିକ ଭାବେ ଜଣାପଡ଼ିଛି ।...
ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପାଇଁ ରାଜ୍ୟ ସରକାରଙ୍କ ବିକାଶ ନକ୍ସ।। ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀ ତାଳବଣିଆ ହ୍ୟ।ଲିପ୍ୟାଡରେ ପହଞ୍ଚିବା...
ପୁରୀ: ସଜ୍ଜେଇ ହେଉଛି ଶ୍ରୀକ୍ଷେତ୍ର, ଦିଶିବ ଆହୁରି ସୁନ୍ଦର । ବଡ଼ଦାଣ୍ଡରୁ ବାହୁ ମେଲାଇ ଭକ୍ତଙ୍କୁ କୋଳେଇ ନେବେ କାଳିଆ ସାଆନ୍ତ । ସେଥିପାଇଁ ଶ୍ରୀକ୍ଷେତ୍ରର ଚାଲିଛି...
ବ୍ରହ୍ମପୁର: ମହଙ୍ଗା ପଡିଲା ଟିକ୍ଟକ୍ କରିବା । ଅକାଳେ ଚାଲିଗଲା ଜୀବନ । ବ୍ରହ୍ମପୁର ୧୬ ନମ୍ବର ଜାତୀୟ ରାଜପଥ ଖଜୁରିଆ ଛକ ନିକଟରେ ଘଟିଛି ଏଭଳି...
ଯୋଡ଼ା: ଯାତ୍ରୀବାହୀ ବସ୍ ଓଲଟି ୧୦ରୁ ଅଧିକ ଆହତ। ଗତକାଲି ବିଳମ୍ବିତ ରାତିରେ ଚମ୍ପୁଆ ଥାନା ପର୍ଶଳା ନିକଟରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍ ଓଲଟି ଯାଇଥିଲା...
ଚିଲିକା: ଚିଲିକା ମଝିରେ ଫସିଲେ ୩୦ ଜଣ ଯାତ୍ରୀ । ଘନ କୁହୁଡ଼ି ଯୋଗୁଁ ଏଭଳି ଚିଲିକା ମଝିରେ ଫସିଥିବା ସୂଚନା । ଆଜି ସକାଳୁ ସାତପଡ଼ାରୁ...
ଭୂବନେଶ୍ୱର: ରାଜଧାନୀରେ ଘନ କୁହୁଡ଼ିର ଆସ୍ତରଣ। ସକାଳୁ ସକାଳୁ କୁହୁଡ଼ି ଯୋଗୁଁ ଅଳ୍ପ ଦୂରତା ପର୍ଯ୍ୟନ୍ତ ବି ରାସ୍ତା ଦେଖାଯାଉନଥିଲା। ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।...
ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଆସିଲା ବଡ଼ ଖବର । ଜାନୁଆରୀ ୨୨ରେ ଦୋଷୀଙ୍କୁ ହେବନି ଫାଶୀ । ହାଇକୋର୍ଟଙ୍କୁ କହିଲେ ଦିଲ୍ଲୀ ସରକାର । ରାଜକ୍ଷମା ଆବେଦନ...