ହାଇକୋର୍ଟର ନୂତନ ବିଚାରପତି ଭାବେ ଶପଥ ନେଲେ ବିଭୁପ୍ରସାଦ ରାଉତରାୟ

1 min read

ହାଇକୋର୍ଟର ନୂତନ ବିଚାରପତି ଭାବେ ଶପଥ ନେଲେ ବିଭୁପ୍ରସାଦ ରାଉତରାୟ । ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏସ ଜାଭେରୀ ଶପଥ ପାଠ କରାଇଛନ୍ତି ।ରାଜ୍ୟ ଗୃହସଚିଵ ସଂଜୀବ ଚୋପ୍ରା ରାଷ୍ଟ୍ରପତିଙ୍କ ଦ୍ଵାରା ପ୍ରଦକ୍ତ ନିଯୁକ୍ତି ପତ୍ର ପାଠ କଲାପରେ ମୁଖ୍ୟ ବିଚାରପତି ଶପଥପାଠ କରାଇଥିଲେ ।

ହାଇକୋର୍ଟ କନଫେରେନ୍ସ ହଲରେ ଆୟୋଜିତ ଏହି ଉତ୍ସବରେ ବିଚାରପତି, ଅବସରପ୍ରାପ୍ତ ବିଚାରପତି, ସ୍ୱତନ୍ତ୍ର ରିଲିଫ କମିଶନର, ପୋଲିସ କମିଶନର, ଆଇନ ସଚିବ, କଟକ ଜିଲ୍ଲାପାଳ, ଡିସିପି ଏବଂ ଆଇନ ଯିବି ଯୋଗ ଦେଇଥିଲେ । ଜଷ୍ଟିସ ରାଉତରାୟଙ୍କୁ ମିଶାଇ ହାଇକୋର୍ଟର ବିଚାରପତି ସଂଖ୍ୟା 15ରେ ପହଁଚିଲା। ')}

Leave a Reply