କରୋନା ମୁକାବିଲା ପାଇଁ ପ୍ରସ୍ତୁତ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଭାରତକୁ ଘାଇଲା କଲାଣି ମହାମାରୀ କରୋନା । ୭୩ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଏମାନଙ୍କ ମଧ୍ୟରୁ ଅଧିକାଂଶ ଇଟାଲୀ ଫେରନ୍ତା । ତେବେ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି କେନ୍ଦ୍ର ସରକାର । ସବୁ ରାଜ୍ୟକୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଖୁବ୍‌ଶୀଘ୍ର କରୋନା କାବୁରେ ଆସିବ ବୋଲି ଆଶା କରାଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । କେବଳ ନାଗରିକ ନୁହଁନ୍ତି ମନ୍ତ୍ରୀଙ୍କ ବିଦେଶ ଗସ୍ତରେ ବି ଲାଗିଛି ରୋକ୍‌। ସେପଟେ ରାଜ୍ୟ ସରକାର … Continue reading କରୋନା ମୁକାବିଲା ପାଇଁ ପ୍ରସ୍ତୁତ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ