ଲୋକଙ୍କୁ ଛାଡ଼ୁନି ମାଗଣା ମୋହ: ବିଜୁଳି ଜାଳୁଛନ୍ତି, ବିଲ୍‌ ଦେଉନାହାନ୍ତି

ଭୁବନେଶ୍ୱର: ବକେୟା ବିଦ୍ୟୁତ ବିଲ୍‌ ନେଇ ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ପ୍ରେସମିଟ୍ । କହିଲେ, ସେସୁର ଆର୍ଥିକ ଅବସ୍ଥା ଭଲ ନାହିଁ । ଆମେ ଚେଷ୍ଟା କରୁଛୁ ଭଲ ସେବା ଦେବାପାଇଁ ହେଲେ ଆମେ ବିଫଳ ହେଉଛୁ । କାରଣ ବର୍ଷ ବର୍ଷ ଧରି ଲୋକ ବିଜୁଳି ଦେୟ ଦେଉନାହାନ୍ତି । ସାରା ରାଜ୍ୟରେ ୧୯୭୧ କୋଟି ଟଙ୍କା ବକେୟା ରହିଛି । ୫୮ ହଜାର ଉପଭୋକ୍ତାଙ୍କ ଉପରେ ୫୦ ହଜାର ଟଙ୍କାରୁ ଅଧିକ ବାକି … Continue reading ଲୋକଙ୍କୁ ଛାଡ଼ୁନି ମାଗଣା ମୋହ: ବିଜୁଳି ଜାଳୁଛନ୍ତି, ବିଲ୍‌ ଦେଉନାହାନ୍ତି