ବିରାଶାଳରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ
ଢେଙ୍କାନାଳ: କାମାକ୍ଷାନଗର ବିରାଶାଳ ଏୟାର ଷ୍ଟ୍ରିପରେ ଅଘଟଣ । ଟ୍ରେନିଂ ବେଳେ ବିସ୍ଫୋରଣ ହେଲା ଚାର୍ଟାଡ ପ୍ଲେନ୍ । ଏଥିରେ ୨ ଜଣ ଟ୍ରେନି ପାଇଲଟଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଥିବାବେଳେ ଅନ୍ୟ ଜଣେ ମହିଳା ବୋଲି ଜଣାପଡ଼ିଛି । ସକାଳୁ ବିରାଶାଳ ଏୟାର ଷ୍ଟ୍ରିପ୍ ଟ୍ରେନିଂ ବେଳେ ଚାଟାର୍ଡ ପ୍ଲେନଟିରେ ବିସ୍ଫୋରଣ ହୋଇଥିଲା । ଏଥିରେ ୨ ଟ୍ରେନ୍ ପାଇଲଟହ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେଜଣ ଆହତ ହୋଇଛନ୍ତି … Continue reading ବିରାଶାଳରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ
Copy and paste this URL into your WordPress site to embed
Copy and paste this code into your site to embed