କନ୍ଧମାଳ ଏସପିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ,ମାଓବାଦୀ ଗତିବିଧି ନିୟନ୍ତ୍ରଣ ଦିଗରେ କାର୍ଯ୍ୟକୁ ପ୍ରଶଂସା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କନ୍ଧମାଳ ଏସପି ପ୍ରତୀକ ସିଂହଙ୍କ ସହ ଫୋନରେ କଥା ହୋଇଛନ୍ତି । ଜିଲ୍ଲା ପୋଲିସ ମାଓବାଦୀ ଗତିବିଧି ନିୟନ୍ତ୍ରଣ ଦିଗରେ ନେଉଥିବା ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏସପି ଓ ତାଙ୍କ ଟିମ୍ ଜିଲ୍ଲାରେ ମାଓବାଦୀ ଗତିବିଧି ନିୟନ୍ତ୍ରଣ ଦିଗରେ ନେଇଥିବା ପଦକ୍ଷେପକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ସବୁ ପ୍ରକାରର ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ନିକଟରେ ଓଡ଼ିଶା ପୋଲିସ ମାଓବାଦୀ ବିରୋଧୀ … Continue reading କନ୍ଧମାଳ ଏସପିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ,ମାଓବାଦୀ ଗତିବିଧି ନିୟନ୍ତ୍ରଣ ଦିଗରେ କାର୍ଯ୍ୟକୁ ପ୍ରଶଂସା
Copy and paste this URL into your WordPress site to embed
Copy and paste this code into your site to embed