ଚୀନର ଏକ ଶବଦାହ ଗୃହକୁ ୨ ଦିନରେ ଆସିଲା ୫୦୦୦ ଅସ୍ଥି କଳସ, ମୃତ୍ୟୁ ସଂଖ୍ୟା ଲୁଚାଉଛି କି ଚୀନ?

ଉହାନ: କରୋନା ଭାଇରସ ପାଇଁ ବିଶ୍ୱର ବଡ଼ ବଡ଼ ଦେଶର ସ୍ଥିତିକୁ ଖରାପ ହେବାରେ ଲାଗିଛି । ଏହି ସମୟରେ, ଚୀନ୍‌ର ଉହାନରେ ଥିବା ଶବଦାହକୁ ହଜାର ହଜାର ଅସ୍ଥି କଳସର ଡେଲିଭରୀ ଦିଆଯାଉଥିବା ଖବର ବାହାରକୁ ଆସୁଛି। କରୋନା ଭାଇସର ସହ ଜଡିତ ତଥ୍ୟ ସମ୍ପର୍କରେ ବିଶ୍ୱ ଚୀନ୍‌କୁ ପୂର୍ବରୁ ପ୍ରଶ୍ନ କରିଆସୁଛି। ଏବେ ପ୍ରଶ୍ନ ଉଠୁଛି କି ଚୀନ୍ ମଧ୍ୟ ମୃତକଙ୍କ ସଂଖ୍ୟାକୁ ଭୁଲ କହୁଛି କି? କହିରଖୁଛୁ ଯେ ଚାଇନାରେ ମଧ୍ୟ ଶବ … Continue reading ଚୀନର ଏକ ଶବଦାହ ଗୃହକୁ ୨ ଦିନରେ ଆସିଲା ୫୦୦୦ ଅସ୍ଥି କଳସ, ମୃତ୍ୟୁ ସଂଖ୍ୟା ଲୁଚାଉଛି କି ଚୀନ?