ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାର୍ଚ୍ଚରୁ ଆରମ୍ଭ ହେବ SCB ଦ୍ୱିତୀୟ କ୍ୟାମ୍ପସ୍ କାମ
କଟକ: ମହାନଦୀ ପଠାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । କଟକ ଗସ୍ତରେ ଆସି ହାଡ଼ିଆ ପଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବିତ ଏସସିବି ଦ୍ୱିତୀୟ କ୍ୟାମ୍ପସ ନେଇ ସମୀକ୍ଷା କରିଛନ୍ତି । ଅନୁଧ୍ୟାନ ପରେ ମାର୍ଚ୍ଚ ମାସରୁ ଏସସିବି ଦ୍ୱିତୀୟ କ୍ୟାମ୍ପସ କାମ ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ଏଥିସହ ଟ୍ରାଫିକ୍ ସମସ୍ୟା ସହ ଜୁଝିଥିବା କଟକର ଦୁଃଖ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ରିଂ ରୋଡକୁ ୬ ଲେନ୍ ବିଶିଷ୍ଟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା … Continue reading ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାର୍ଚ୍ଚରୁ ଆରମ୍ଭ ହେବ SCB ଦ୍ୱିତୀୟ କ୍ୟାମ୍ପସ୍ କାମ
Copy and paste this URL into your WordPress site to embed
Copy and paste this code into your site to embed