ଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର : ଏବେ ସରକାରଙ୍କ ମିଶନ୍ ଐତିହ୍ୟ ସଂରକ୍ଷଣ । ପୁରୁଣା କୀର୍ତ୍ତିରାଜିର ପୁନରୁଦ୍ଧାର ସହ ଏହାକୁ କିଭଳି ଭବିଷ୍ୟତ ପୀଢ଼ିପାଇଁ ସାଇତା ଯାଇ ପାରିବ ସେ ଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ଅତ୍ୟତମ ପ୍ରମୁଖ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ଲିଙ୍ଗରାଜ ମନ୍ଦିର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ ଘୋଷଣା ହୋଇଛି ବଡ଼ ପ୍ୟାକେଜ୍ । ଏହାର ନାଁ ରହିଛି ଏକାମ୍ର କ୍ଷେତ୍ର ଯୋଜନା । ଏକାମ୍ରକ୍ଷେତ୍ର ଭୁବନେଶ୍ୱର … Continue reading ଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା