ପଶ୍ଚିମବଙ୍ଗରେ କରୋନା କହର: ଜୁଲାଇ ୩୧ ଯାଏଁ ଲକ୍‌ଡାଉନ୍‌ ବୃଦ୍ଧି କଲେ ମମତା

କୋଲକାତା: ପଶ୍ଚିମବଙ୍ଗରେ ଲକ୍‌ଡାଉନ୍‌କୁ ୩୧ ଜୁଲାଇ ଯାଏଁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟରେ ଲଗାତାରଭାବେ ବଢ଼ୁଥିବା କରୋନା ମାମଲାକୁ ଆଖିଆଗରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସ୍କୁଲ, କଲେଜକୁ ପୂର୍ବରୁ ହିଁ ୩୧ ଜୁଲାଇ ଯାଏଁ ବନ୍ଦ ଘୋଷଣା କରାଯାଇଥିଲା । ତେବେ ବୁଧବାର ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ଲକ୍‌ଡାଉନ୍‌ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମମତା । ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ସାମାଜିକ … Continue reading ପଶ୍ଚିମବଙ୍ଗରେ କରୋନା କହର: ଜୁଲାଇ ୩୧ ଯାଏଁ ଲକ୍‌ଡାଉନ୍‌ ବୃଦ୍ଧି କଲେ ମମତା