ମୁଖ୍ୟମନ୍ତ୍ରୀ ବଢ଼ାଇଲେ ସହଯୋଗର ହାତ, CMRFକୁ ଦେଲେ ୩ ମାସର ଦରମା

ଭୁବନେଶ୍ୱର: ଅସମୟରେ ସହଯୋଗ ହିଁ ସଫଳତାକୁ ବାଟ କଢ଼ାଏ । ସମଗ୍ର ଦୁନିଆ ପାଇଁ କୋଭିଡ୍-୧୯ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ମନ୍ୟୁଷ ବଞ୍ଚି ରହିବାକୁ ଓ ପ୍ରତିକୂଳ ପରିସ୍ଥିତ ସହ ଲଢେଇ କରିବାକୁ ଆବଶ୍ୟକ ବିପୁଳ ଅର୍ଥ । ଏଥିପାଇଁ ସହଯୋଗର ହାତ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ (CMRF) କୋଭିଡ୍-୧୯ ଫଣ୍ଡକୁ ନବୀନ ନିଜର ୩ ମାସର ଦରମା ପ୍ରଦାନ କରିଛନ୍ତି … Continue reading ମୁଖ୍ୟମନ୍ତ୍ରୀ ବଢ଼ାଇଲେ ସହଯୋଗର ହାତ, CMRFକୁ ଦେଲେ ୩ ମାସର ଦରମା