ଟେକ୍ନୋଲୋଜି ଆଣିବ ସ୍ୱଛତା : ଅନଲାଇନ୍ ମାଧ୍ୟମରେ ହେବ ଧାନ ସଂଗ୍ରହଠାରୁ ରାସନ କାର୍ଡ୍ ଆବେଦନ

ଭୁବନେଶ୍ୱର:  ଏଣିକି ଧାନ ସଂଗ୍ରହ ନେଇ ପଞ୍ଜୀକରଣ ଠାରୁ ରାସନ କାର୍ଡ ଆବେଦନ ସବୁ କିଛି ଅନଲାଇନ୍ ମାଧ୍ୟମରେ ହେବ । ଏହି ସବୁ କାର୍ଯ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ପାଇଁ ଏଭଳି ଅନ୍‌ଲାଇନ୍ ବ୍ୟବସ୍ଥକୁ ଆରମ୍ଭ କରିଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ଯାହାକୁ ଗୁରୁବାର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।     “ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା – ଜଣେ ବି ଗରିବ ଲୋକକୁ ମୁଁ … Continue reading ଟେକ୍ନୋଲୋଜି ଆଣିବ ସ୍ୱଛତା : ଅନଲାଇନ୍ ମାଧ୍ୟମରେ ହେବ ଧାନ ସଂଗ୍ରହଠାରୁ ରାସନ କାର୍ଡ୍ ଆବେଦନ