ଶ୍ରୀକ୍ଷେତ୍ର ପାଇଁ ରାଜ୍ୟ ସରକାରଙ୍କ ବିକାଶର ନକ୍ସା, ୫୯୦ କୋଟିରେ ନିର୍ମାଣ ହେବ ବିଶ୍ୱ ଐତିହ୍ୟ ନଗରୀ
ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପାଇଁ ରାଜ୍ୟ ସରକାରଙ୍କ ବିକାଶ ନକ୍ସ।। ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀ ତାଳବଣିଆ ହ୍ୟ।ଲିପ୍ୟାଡରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ଶ୍ରୀମନ୍ଦିରରୁ ଫେରିବା ପରେ ରାଜ୍ୟବାସୀଙ୍କୁ ନୂଆବର୍ଷ ଅଭିନନ୍ଦନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ମ୍ୟୁନିସପାଲ ମାର୍କେଟ୍ ଗ୍ରାଉଣ୍ଡରେ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅବଢା ଯ଼ୋଜନାରେ ୧୮୧ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା … Continue reading ଶ୍ରୀକ୍ଷେତ୍ର ପାଇଁ ରାଜ୍ୟ ସରକାରଙ୍କ ବିକାଶର ନକ୍ସା, ୫୯୦ କୋଟିରେ ନିର୍ମାଣ ହେବ ବିଶ୍ୱ ଐତିହ୍ୟ ନଗରୀ
Copy and paste this URL into your WordPress site to embed
Copy and paste this code into your site to embed