ରେଜିଷ୍ଟ୍ରେସନ୍ ପାଇଁ ବିଦେଶରୁ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

କରୋନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ୍ । ଭିଡିଓ ବାର୍ତ୍ତା ମାଧ୍ୟମରେ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ । ବିଦେଶରୁ ଫେରୁଥିବା ଓଡ଼ିଆଙ୍କୁ ଅନ୍ ଲାଇନ୍‌ ପୋର୍ଟାଲ COVID19.ODISHA.GOV.INରେ ଅଥବା ଟୋଲ ଫ୍ରି ନମ୍ୱର 104ରେ କଲ୍‌ କରି ରେଜିଷ୍ଟର କରିବାକୁ କଲେ ନିବେଦନ । ବିଦେଶରୁ ଫେରିବାର ୨୪ ଘଣ୍ଟା ମଧ୍ୟରେ ନିଜ ନାଁକୁ ରେଜିଷ୍ଟର କରିବାକୁ ପରାମର୍ଶ । ଏଥିସହିତ ବିଦେଶରୁ ଫେରିବାର ୧୪ ଦିନ ପର୍ଯ୍ୟନ୍ତ କାହା ସହ ମିଳାମିଶ ନକରି ଅଲଗା … Continue reading ରେଜିଷ୍ଟ୍ରେସନ୍ ପାଇଁ ବିଦେଶରୁ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ