ଆଜି ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି, ଦ୍ୱିତୀୟ ବର୍ଷର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର: ପଞ୍ଚମ ପାଳିର ଦ୍ୱିତୀୟ ବର୍ଷରେ ପାଦ ରଖିଛି ନବୀନ ସକରାର। ବିପର୍ଯ୍ୟୟ ମଧ୍ୟରେ ପୁଣିଥରେ ଓଡ଼ିଶାକୁ ଆଗେଇ ନେବାର ସଂକଳ୍ପ ନେବେ ରାଜ୍ୟ ସରକାର । ଚ୍ୟାଲେଞ୍ଚର ବର୍ଷକୁ ସଫଳତାର ସହ ସୁପରିଚାଳନା କରିଥିବା ରାଜ୍ୟ ସରକାରଙ୍କ ପାଇଁ ଆଗକୁ ରହିଛି ଅନେକ ଆହ୍ଵାନ । ଆର୍ଥିକ ସ୍ଥିତିକୁ ସଜାଡ଼ିବା, କରୋନ ସହ ଜୀବନଜୀବିକାକୁ ସ୍ୱାଭାବିକ କରିବା ଓ ବିକାଶମୂଳକ କାର୍ଯ୍ୟକ୍ରମକୁ ପୁଣିଥରେ ଆଗେଇ ନେବା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଆହ୍ଵାନ ଭାବେ ଉଭା … Continue reading ଆଜି ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି, ଦ୍ୱିତୀୟ ବର୍ଷର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ