ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ରାହୁଲ ବିଷ ଉଗାଳିଲେ ଏମିତି
ନୂଆଦିଲ୍ଲୀ: ବିଜେପି ବିରୋଧରେ ରଣ ହୁଙ୍କାର ଦେଇଛି କଂଗ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାକୀ ଭାରତର ଭାରତର ଅର୍ଥ ବ୍ୟବସ୍ଥାକୁ ଧ୍ୱଂସମୁଖକୁ ଠେଲି ଦେଇଛନ୍ତି ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି । ନୂଆଦୀଲ୍ଲିର ରାମଲୀଲା ମଇଦାନରେ କଂଗ୍ରେସ ପକ୍ଷରୁ ଆୟୋଜିତ ବିଶାଳ ରାଲିରେ ଏମିତି କହିଛନ୍ତି ରାହୁଲ । ରାହୁଲ କହିଛନ୍ତି ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ହଠାତ୍ ନୋଟ୍ବନ୍ଦୀ ପଦକ୍ଷେପ ନେଇ ଦେଶର ଅର୍ଥନୀତିକୁ ରସାତଳକୁ ଠେଲିଛନ୍ତି । କଳାଧନ … Continue reading ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ରାହୁଲ ବିଷ ଉଗାଳିଲେ ଏମିତି
Copy and paste this URL into your WordPress site to embed
Copy and paste this code into your site to embed