spot_img

Latest Posts

ଟି ଷ୍ଟଲରେ କଂଗ୍ରେସର ପ୍ରଚାର ; ଚା’ ଖଟିରେ ପ୍ରଚାର କରୁଛନ୍ତି ଷ୍ଟାର ପ୍ରଚାରକ ସୁରେଶ ରାଉତରାୟ

ନନ୍ଦିଘୋଷ ବ୍ୟୁରୋ: ନୂଆପଡା ଉପନିର୍ବାଚନ ପ୍ରଚାରକୁ ଜୋରଦାର କରିଛି କଂଗ୍ରେସ। ସକାଳୁ ଚା ଖଟିରେ ଚାଲିଛି ପ୍ରଚାର। ଖଟିରେ କଂଗ୍ରେସର ଷ୍ଟାର ପ୍ରଚାରକ ସୁରେଶ ରାଉତରାୟଙ୍କ ସମେତ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ମାନେ ପ୍ରଚାର କରିଛନ୍ତି। ସେପଟେ ସାଧାରଣ ଲୋକେ ମଧ୍ୟ ପ୍ରଚାର ସମୟରେ ନେତାଙ୍କୁ ଦେଖିବା ସହ ସେମାନଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି।

Latest Posts

Don't Miss