ରଥ ନିର୍ମାଣକୁ କେନ୍ଦ୍ର ଗୃହ ବିଭାଗର ଅନୁମତି: ରଥଯାତ୍ରା ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର
ଭୁବନେଶ୍ୱର: ରଥ ନିର୍ମାଣକୁ ମିଳିଲା ଅନୁମତି । ରଥ ଖଳାରେ ହୋଇପାରିବ ରଥ ନିର୍ମାଣ । କିଛି ସର୍ତ୍ତ ସହ ରଥ ନିର୍ମାଣକୁ ଅନୁମତି ଦେଇଛି କେନ୍ଦ୍ର ଗୃହ ବିଭାଗ । ରଥଖଳା କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନାହିଁ । ବଡ଼ଦାଣ୍ଡ ଓ ରଥଖଳା ମଧ୍ୟରେ କପଡ଼ା ଲଗାଇ କରାଯିବ ରଥ ନିର୍ମାଣ । ଏଥିସହିତ ଲକ୍ଡାଉନ୍ ନେଇ ସମସ୍ତ ନିୟମ ପାଳନ ସହ ରଥ ନିର୍ମାଣ ପାଇଁ ଅନୁମତି ଦେଇଛି କେନ୍ଦ୍ର ଗୃହ ବିଭାଗ । … Continue reading ରଥ ନିର୍ମାଣକୁ କେନ୍ଦ୍ର ଗୃହ ବିଭାଗର ଅନୁମତି: ରଥଯାତ୍ରା ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର
Copy and paste this URL into your WordPress site to embed
Copy and paste this code into your site to embed