କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟ୍

ଘରେ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁ । ଠାକୁର ବର୍ଷ ବର୍ଷ ଲକ୍ ଡାଉନରେ ଥିଲେ । ଠାକୁର ପାତାଳୀ ବେଳେ ୪୫ ଓ ୯୯ ବର୍ଷ ରହିଥିଲେ । ଆମେ ୮ ଦିନ ପାଇଁ ଲକ୍ ଡାଉନ୍ କରିଛୁ । କରୋନା ଭୂତାଣୁକୁ ରୋକିବାକୁ ନିଜକୁ ଲକ୍ ଡାଉନ୍ କରିବାକୁ ପଡ଼ିବ ଠାକୁରଙ୍କ ଭଳି । ମାଦଳା ପାଞ୍ଜି ଅନୁସାରେ ଠାକୁର ୨୨ଥର ଲକ୍ ଡାଉନ୍ ହୋଇଥିଲେ । ଶ୍ରୀକ୍ଷେତ୍ରରେ ୨ ଥର ଲକ୍ ଡାଉନ୍ … Continue reading କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟ୍