ଆଜିଠୁ ଖୋଲିବ ରାଜ୍ୟରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ
ଭୁବନେଶ୍ୱର: ଆଜିଠୁ ଖୋଲିବ ସାରା ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ । କରୋନା ସଂକଟରେ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିବ କ୍ୟାମ୍ପସ । ଜୁଲାଇ ୨୪ରେ ସରିବ ଯୁକ୍ତ ୩ ଶେଷବର୍ଷ ପରୀକ୍ଷା । ଅଗଷ୍ଟ ୨୦ରେ ସରିବ ପିଜି ସେମିଷ୍ଟାର ପରୀକ୍ଷା । ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଆରମ୍ଭ ହେବ ପିଜି ଆଡମିଶନ୍ । ସେହିପରି ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନ ଶିକ୍ଷାଦାନ ଓ ପାଠ୍ୟପୁସ୍ତକ ଯୋଗାଇଦେବାକୁ ଏକ କମିଟି ଗଠନ କରାଯାଇଛି … Continue reading ଆଜିଠୁ ଖୋଲିବ ରାଜ୍ୟରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ
Copy and paste this URL into your WordPress site to embed
Copy and paste this code into your site to embed